ETV Bharat / sitara

ପରଲୋକରେ ମନ୍ଦିିରା ବେଦୀଙ୍କ ସ୍ବାମୀ, ହୃଦଘାତରେ ବୁଜିଲେ ଆଖି - ଶେଷ ନିଶ୍ବାସ ତ୍ୟାଗ କଲେ ରାଜ କୌଶଲ

ବଲିଉଡର ଆଉ ଜଣେ ସେଲିବ୍ରିଟିଙ୍କ ଦେହାନ୍ତ । ହୃଦଘାତରେ ନିର୍ଦ୍ଦେଶକ ତଥା ନିର୍ମାତା ରାଜ କୌଶଲଙ୍କ ପରଲୋକ । ଅଧିକ ପଢନ୍ତୁ...

ହୃଦଘାତରେ ଆଖି ବୁଜିଲେ ମନ୍ଦିରାଙ୍କ ସ୍ବାମୀ ରାଜ

author img

By

Published : Jun 30, 2021, 11:35 AM IST

ମୁମ୍ବାଇ: କଳା ଜଗତରେ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ହୃଦଘାତରେ ଆଖି ବୁଜିଲେ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ବାମୀ ତଥା ନିର୍ଦ୍ଦେଶକ ରାଜ କୌଶଲ। ଆଜି ସକାଳେ ନିଜ ମୁମ୍ବାଇ ନିବାସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସେ । ତାଙ୍କ ମୃତ୍ୟୁ ଦୁଃଖ ଖବର ସୋସିଆଲ ମିଡିଆରେ ପୃଷ୍ଟି କରିଛନ୍ତି ଫିଲ୍ମ ନିର୍ମାତା ଓନିର । ସେପଟେ ତାଙ୍କ ମୃତ୍ୟୁରେ ବଲିଉଡରେ ଖେଳିଯାଇଛି ଶୋକର ଛାୟା ।

  • Gone too soon. We lost Film maker and Producer @rajkaushal1 this morning. Very Sad. He was one of the producers of my first film #MyBrotherNikhil. One of those few who believed in our vision and supported us. Prayers for his soul. pic.twitter.com/zAitFfYrS7

    — অনির Onir اونیر ओनिर he/him (@IamOnir) June 30, 2021 " class="align-text-top noRightClick twitterSection" data=" ">

ରାଜଙ୍କ ମୃତ୍ୟୁରେ ମର୍ମାହତ ଥିବା ଓନିର ଟ୍ବିଟରେ ଲେଖିଛନ୍ତି, ‘ଆମେ ଆଜି ଫେମସ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଓ ପ୍ରଯୋଜକ ରାଜ କୌଶିଲଙ୍କୁ ହରାଇଛୁ । ଯାହା ଆମ ପାଇଁ ଦୁଃଖଦାୟକ । ସେ ପ୍ରଥମ ପ୍ରଯୋଜକ ଥିଲେ ଯିଏ ମୋ ଡେବ୍ୟୁ ଫିଲ୍ମ ପ୍ରଯୋଜିତ କରିଥିଲେ । ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ ।’

ନିଜ ଦମଦାର ନିର୍ଦ୍ଦେଶନାରେ ରାଜ ବଲିଉଡକୁ ଦେଇଛନ୍ତି ଅନେକ ଫିଲ୍ମ । ଏହି କ୍ରମରେ ସାମିଲ ଅଛି ‘ପ୍ୟାର ମେଁ କଭି କଭି’, ‘ଶାଦି କା ଲଡୁ’ ଏବଂ ‘ଆନ୍ଥୋନି କୌନ ହେ’ ଭଳି ଫିଲ୍ମ । ସେ ବିଜ୍ଞାପନ ଜଗତରେ ମଧ୍ୟ ଏକ ଜଣାଶୁଣା ନାମ ଥିଲେ ଏବଂ ଓନିରଙ୍କ ଡେବ୍ୟୁ ଫିଲ୍ମ ‘ମାଇଁ ବ୍ରଦର ନିଖିଲ’ରେ ପ୍ରଯୋଜନା ଦାୟିତ୍ବ ତୁଲାଇଥିଲେ ।

ପ୍ରକାଶ ଥାଉକି ରାଜଙ୍କୁ 1999ରେ ପ୍ରେମ ବିବାହ କରିଥିଲେ ମନ୍ଦିରା । ଉଭୟଙ୍କର ଗୋଟିଏ 10 ବର୍ଷ ପୁଅ ଓ 4 ବର୍ଷିୟ ଝିଅ ଅଛନ୍ତି । ଝିଅ ତାରାକୁ 2020ରେ ପୋଷ୍ୟ କନ୍ୟା ରୂପେ ଗ୍ରହଣ କରିଥିଲେ ଏହି ଦମ୍ପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.