ETV Bharat / sitara

ତୃତୀୟ ଅପରାଧିକ ମାମଲା ରୁଜୁ ପରେ ଆମୀରଙ୍କୁ ନେଇ କଙ୍ଗନାଙ୍କ ଟ୍ବିଟ ଝଡ - ଭାଇରାଲ ହେଲା କଙ୍ଗନା ରଣାୱତଙ୍କ ନ୍ୟୁଜ

ଏଥର ଟ୍ବିଟ କରି ଆମୀରଙ୍କୁ ଟାର୍ଗେଟ କରିଛନ୍ତି କୁଇନ । ଏମାସରେ ତୃତୀୟଥର ତାଙ୍କ ନାମରେ ଅପରାଧିକ ମାମଲା ରୁଜୁ ହୋଇସାରିଲାଣି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Oct 23, 2020, 5:06 PM IST

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତ କିଛି ଦିନରୁ ଲାଇମଲାଇଟରେ ଅଛନ୍ତି । ନିଜ ବିବାଦୀୟ ବୟାନ ପାଇଁ ଜଣାଶୁଣା କଙ୍ଗନାଙ୍କ ବିରୋଧରେ ଶନିବାର ଏକ ଅପରାଧିକ ମାମଲା ରୁଜୁ ହୋଇଛି । ସେ ବାନ୍ଦ୍ରା କୋର୍ଟ ବିରୋଧରେ ଆପତ୍ତିଜନକ ଟ୍ବିଟ କରିଥିବାରୁ ଏହି ମାମଲା ଦାୟର କରାଯାଇଛି । ହେଲେ କଙ୍ଗନା କେଉଁ ଚୁପ୍ ବସିବା ଝିଅ । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ସେ ପୁଣିଥରେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କୁ ଟାର୍ଗେଟ କରିଛନ୍ତି ।

କଥାଟି ହେଲା ଯେ କିଛି ଦିନ ମଧ୍ୟରେ କଙ୍ଗନାଙ୍କ ବିରୋଧରେ ତୃତୀୟ ଥର ମାମଲା ରୁଜୁ ହୋଇଛି । ଯାହାକୁ ନେଇ ବର୍ତ୍ତମାନ ସେ ଚିନ୍ତିତ । ଏହାକୁ ଆଧାର କରି ସେ ଆମୀରଙ୍କୁ ସୋସିଆଲ ମିଡିଆରେ ପ୍ରଶ୍ନ ପଚାରିଛନ୍ତି ।

ଆଉ ଟ୍ବିଟରରେ ଲେଖିଛନ୍ତି, ‘ଯେମିତି ରାଣୀ ଲକ୍ଷ୍ମୀବାଇଙ୍କ ଦୁର୍ଗ ଭଙ୍ଗାଯାଇଥିଲା ସେମିତି ମୋ ଘରକୁ ଭଙ୍ଗାଯାଇଛି । ଯେପରି ବିଦ୍ରୋହ ପାଇଁ ସାୱରକରଙ୍କୁ ଜେଲରେ ରଖାଗଲା, ମତେ ମଧ୍ୟ ଜେଲ ପଠାଇବାକୁ ପୁରା ଚେଷ୍ଟା ଚାଲିଛି । ଅସହିଷ୍ଣୁତା ଗ୍ୟାଙ୍ଗକୁ କେହି ଯାଇ ପଚାରନ୍ତୁ କେତେ କଷ୍ଟ ସହିଛନ୍ତି ସେମାନେ ଏହି ଅସହିଷ୍ଣୁତା ଦେଶରେ।’ ଟ୍ବିଟରେ ଆମୀରଙ୍କ ନାଁ କିନ୍ତୁ ନେଇନାହାଁନ୍ତି କିନ୍ତୁ ତାଙ୍କୁ ଟ୍ୟାଗ୍ କରିଛନ୍ତି।

  • जैसे रानी लक्ष्मीबाई का क़िला तोड़ा था मेरा घर तोड़ दिया, जैसे सावरकर जी को विद्रोह केलिए जेल में डाला गया था मुझे भी जेल भेजने की पूरी कोशिश की जा रही है, इंटॉलरन्स गँग से जाके कोई पूछे कितने कष्ट सहे हैं उन्होंने ने इस इंटॉलरंट देश में? @aamir_khan

    — Kangana Ranaut (@KanganaTeam) October 23, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ବାରମ୍ବାର ଟ୍ବିଟ କରି କଙ୍ଗନା ନିଜ କ୍ରୋଧ ପ୍ରକାଶ କରିବାରେ ଲାଗିଛନ୍ତି । ଏହି ଟ୍ବିଟ ମଧ୍ୟରେ ଏକ ଟ୍ବିଟରେ କହିଛନ୍ତି, ‘କ୍ୟାଣ୍ଡେଲ ମାର୍ଚ ଗ୍ୟାଙ୍ଗ । ଆୱାର୍ଡ ଫେରାଉଥିବା ଗ୍ୟାଙ୍ଗ ଦେଖି ଫାସିବାଦର ବିରୋଧ କରୁଥିବା କ୍ରାନ୍ତିକାରୀଙ୍କ ସହ କଣ କଣ ହେଉଛି । ତୁମ ଭଳି ନୁହେଁ । କାରଣ ତୁମକୁ କେହି ପଚାରୁନାହାଁନ୍ତି। ମତେ ଦେଖ, ମୋ ଜୀବନର ଉଦ୍ଦେଶ୍ୟ ମହାରାଷ୍ଟ୍ରର ଫାସିବାଦ ସରକାର ବିରୋଧରେ ଲଢିବା । ତୁମ ସମସ୍ତଙ୍କ ଭଳି ଫାଲତୁ କାମ କରିବା ନୁହେଁ ।’

  • Candle March gang, award vapsi gang dekho this is what happens to anti fascist establishment revolutionaries, not like you all tumko koi poochta bhi nahin, look at me there is a meaning to my life fighting real fascist government in Maharashtra not a fraud like you all. https://t.co/xBMQjQJq39

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.