ETV Bharat / sitara

ଶିକ୍ଷିତ ଲୋକଙ୍କୁ ଟାର୍ଗେଟ କଲେ ଜୁହି, ଭାଇରାଲ ଟ୍ବିଟ

author img

By

Published : Jul 2, 2020, 4:33 PM IST

ବର୍ତ୍ତମାନ ଏକ ଟ୍ବିଟକୁ ନେଇ ଚର୍ଚ୍ଚାରେ ଜୁହି । ଏଥର ସେ ପନିପରିବାର ପ୍ୟାକିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ଜୁହି ଚାୱଲା ହୁଏତଃ ଦୀର୍ଘ ସମୟରୁ ଫିଲ୍ମଠୁ ଦୂରେଇ ଅଛନ୍ତି । ହେଲେ ସେ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କ ସହ କନେକ୍ଟ ରହୁଛନ୍ତି । ସେ ପ୍ରାୟତଃ ମଜାଦାର ଭିଡିଓ, ଫଟୋ ସେୟାର କରିବା ସହ ସବୁ ପ୍ରସଙ୍ଗରେ ନିଜର ମତ ମଧ୍ୟ ଦେଉଥିବାର ନଜର ଆସୁଛନ୍ତି । ଏବେ ସେ ନିଜର ଏକ ଟ୍ବିଟ ପାଇଁ ଚର୍ଚ୍ଚାରେ ଆସିଛନ୍ତି । ଯାହା ଜରିଆରେ ସେ ଶିକ୍ଷିତ ଲୋକଙ୍କୁ ଟାର୍ଗେଟ କରଛନ୍ତି ।

ସେ ଟ୍ବିଟରରେ ପ୍ଲାଷ୍ଟିକରେ ପ୍ୟାକ କରାଯାଇଥିବା ପନିପରିବାର ତିନୋଟି ଡବାର ଫଟୋ ସେୟାର କରିଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଏହି ରୂପରେ ପନିପରିବାର ମୋ ଘରେ ଡିଲିଭରି ହୋଇଛି । ପ୍ଲାଷ୍ଟିକରେ କଭର ହୋଇ । ଅଧିକ ଶିକ୍ଷିତ ଲୋକ ଏହି ଧରାପୃଷ୍ଟକୁ ଖରାପ କରୁଛନ୍ତି । ବୁଝିପାରୁନାହିଁ ହସି ବି କି କାନ୍ଦିବି ।’

  • And this is how my veggies come home delivered ... drowned in plastic ..!!!!!... The ' Educated ' people creating the biggest mess on the planet ..!!! Don't know whether to laugh or cry ..!! 🤦🏻‍♀️😂😂🙏 pic.twitter.com/t7W7s5qiz5

    — Juhi Chawla (@iam_juhi) July 1, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ଲକଡାଉନ ସମୟରେ କୃଷକଙ୍କୁ ସହଯୋଗର ହାତ ବଢାଇଥିଲେ । ଜୁହିଙ୍କ ମୁମ୍ବାଇର ପାଖାପାଖି ଅଞ୍ଚଳରେ ଏକ ପାରିବାରିକ ଫାର୍ମ ଅଛି । ଯେଉଁଠାରେ ବିଶେଷଜ୍ଞର ଏକ ଟିମ ଜୈବିକ ଚାଷ କରନ୍ତି । ଏବେ ସେ ଭୂମିହୀନ କୃଷକଙ୍କୁ ଏହି ଜମି ଦାନ କରିଛନ୍ତି । ଯେଉଁଥିରେ କୃଷକ ନିଜ ପରିବାର ପାଇଁ ଧାନ ଚାଷ କରିପାରିବେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.