ETV Bharat / sitara

ବ୍ୟୁଟିସିଆନ ସାଜିଲେ ହିନା

author img

By

Published : Jun 1, 2020, 1:18 PM IST

ସୋସିଆଲ ମିଡିଆରେ ଭାଇରାଲ ହେଲା ହିନା ଖାନଙ୍କ ନୂଆ ଫଟୋ । ଏଥର ସେ ଘର କାମ ନୁହେଁ ନିଜକୁ ସୁନ୍ଦର କରିବାରେ ଲାଗିଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ

ମୁମ୍ବାଇ: ବର୍ତ୍ତମାନ ଘରେ ବନ୍ଦ ଥିବା ଟେଲି ଜଗତରର ସୁନ୍ଦରୀ ଅଭିନେତ୍ରୀ ହିନା ଖାନ ସୌନ୍ଦର୍ଯ୍ୟ ଚର୍ଚ୍ଚା କରିବାରେ ବ୍ୟସ୍ତ । ଅଭିନୟ ଛାଡି ହେବେ ସେ ବ୍ୟୁଟିସିଆନ ସାଜିଛନ୍ତି । କାରଣ ଲକଡାଉନ ପାଇଁ ଦେଶରେ ସବୁ ପାର୍ଲର ବନ୍ଦ ଥିବାରୁ ସେ ଘରେ ହିଁ ନିଜର ଆଇବ୍ରୋ ଥ୍ରେଡିଂ କରୁଥିବାର ନଜର ଆସୁଛନ୍ତି ।

photo
ଫଟୋ ସୌଜନ୍ୟ ଇନଷ୍ଟା୍ଗ୍ରାମ@ହିନା ଖାନ

ଯାହାର କିଛି ଫଟୋ ସେ ନିଜର ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ଲକଡାଉନରେ ବଢିଥିବା ଆଇବ୍ରୋ ଆଉ ଓଠ ଉପର କେଶକୁ ନିଜେ ସେଟ କରିଛି।’ ଦେଖନ୍ତୁ ଫଟୋ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.