ETV Bharat / sitara

ଏହି ଗୁଣ ବିଷୟର ଖୁଲାସା କଲେ ବିକ୍କୀ, ଜାଣନ୍ତୁ କଣ - ବିକ୍କୀ କୌଶଲଙ୍କ ଅପକମିଂ ଫିଲ୍ମ ଦ ଇମ୍ମୋର୍ଟାଲ ଅଶ୍ବଥାମା

ସବୁ କାର୍ଯ୍ୟ ବିଳମ୍ବରେ କରିବାକୁ ଭଲ ପାଆନ୍ତି ବିକ୍କୀ । ଏକଥା ଆମେ କହୁନାହୁଁ ସୋସିଆଲ ମିଡିଆରେ ପୋଷ୍ଟରେ ନିଜେ ଜଣାଇଛନ୍ତି ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିକ୍କୀ କୌଶଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିକ୍କୀ କୌଶଲ
author img

By

Published : Feb 17, 2021, 1:09 PM IST

ମୁମ୍ବାଇ: ଅଭିନେତା ବିକ୍କୀ କୌଶଲ ବର୍ତ୍ତମାନ ନିଜ ଅପକମିଂ ଫିଲ୍ମ ‘ଦ ଇମ୍ମୋର୍ଟାଲ ଅଶ୍ବଥାମା’କୁ ନେଇ ଚର୍ଚ୍ଚାରେ l ତାଙ୍କ ଏହି ଫିଲ୍ମକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । ଇତିମଧ୍ୟରେ ସେ ନିଜର ଏମିତି ଏକ ରାଜ ଉପରୁ ପରଦା ଉଠାଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା । ମୁଖ୍ୟକଥା ହେଲା ସୋସିଆଲ ମିଡିଆରେ ସେ ନିଜର ଏହି ରାଜର ଖୁଲାସା କରିଛନ୍ତି । ତେବେ ଆସନ୍ତୁ ଜାଣିବା ବିକ୍କୀଙ୍କ ଏହି ରାଜ ବିଷୟରେ...

କଥାଟି ହେଲା ଯେ ସେ ଇନଷ୍ଟାଗ୍ରାମରେ ନିଜର କିଛି ଫଟୋସୁଟର ଫଟୋ ସେୟାର କରିଛନ୍ତି । ଆଉ ଜଣାଛନ୍ତି ଯେ ସେ ସବୁ ଜିନିଷରେ ବିଳମ୍ବ କରନ୍ତି । ଆଜ୍ଞା ହଁ, ସେ କ୍ୟାପସନରେ ଲେଖିଛନ୍ତି, ‘ପ୍ରୋ ପ୍ରୋକ୍ରାଷ୍ଟିନେଟ ।’ ଯାହାର ଅର୍ଥର ହେଲା ସବୁ କାର୍ଯ୍ୟରେ ବିଳମ୍ବ କରିବା ।

ଯଦି ତାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଏବେ ନିର୍ଦ୍ଦେଶକ ସୁଜିତ ସିରକାରଙ୍କ ଆଗାମୀ ଫିଲ୍ମ ‘ଉଧମ ସିଂ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ସେ । ଫିଲ୍ମରେ ବିକ୍କୀ ଜଣେ ସ୍ବାଧୀନ ସଂଗ୍ରାମୀ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.