ETV Bharat / sitara

ଶାହିଦ-ମୀରାଙ୍କ ଗ୍ରାଭିଟି ଚ୍ୟାଲେଞ୍ଜ, ଭାଇରାଲ ଭିଡିଓ

author img

By

Published : Mar 9, 2021, 8:59 AM IST

ଘରେ ମସ୍ତି କରୁଛନ୍ତି ବଲିଉଡର ବେଷ୍ଟ ଯୋଡି ସମୀରା । ମୀରାଙ୍କ ସହ ଗ୍ରାଭିଟି ଚ୍ୟାଲେଞ୍ଜ ଗ୍ରହଣ କରି ଚର୍ଚ୍ଚାରେ ଶାହିଦ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା ରାଜପୁତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା ରାଜପୁତ

ମୁମ୍ବାଇ: ସୋସିଆଲ ମିଡିଆରେ ପ୍ରାୟତଃ କୌଣସି ନା କୌଣସି ଚ୍ୟାଲେଞ୍ଜ ଭାଇରାଲ ହୁଏ । ଯାହାକୁ ସାଧାରଣ ୟୁଜର୍ସଙ୍କ ଠୁ ନେଇ ସେଲିବ୍ରିଟି କରୁଥିବାର ନଜର ଆସନ୍ତି । କିଛି ଦିନରୁ ଏକ ନୂଆ ଚ୍ୟାଲେଞ୍ଜକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା । ଏହି ଚ୍ୟାଲେଞ୍ଜର ନାଁ ହେଉଛି ‘ସେଣ୍ଟର ଅଫ୍ ଗ୍ରାଭିଟି’ । ୟୁଜର୍ସ ଏହା ଉପରେ ଭିଡିଓ ତିଆରି କରି ସେୟାର କରିବାରେ ଲାଗିଛନ୍ତି । ଆଉ ଏଥରୁ ବାଦ ପଡିନାହାଁନ୍ତି ବି-ଟାଉନର ଚର୍ଚ୍ଚିତ କପଲ ଶାହିଦ କପୁର ଓ ମୀରା ରାଜପୁତ ।

ମୀରା ସ୍ବାମୀଙ୍କୁ ଗ୍ରାଭିଟି ଚ୍ୟାଲେଞ୍ଜ ଦେଇଛନ୍ତି । ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଦୁଇଜଣ ନିଜ ନିଜକୁ ବାଲାନ୍ସ କରୁଥିବାର ନଜର ଆସୁଛନ୍ତି । ପରସ୍ପରକୁ କଡା ଟକ୍କର ଦେଇଛନ୍ତି ଏହି ଯୋଡି । ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରି ମୀରା ଲେଖିଛନ୍ତି, ‘ମିଷ୍ଟର କପୁର ଆପଣ ସହଜରେ କରିପାରିଲେ ।’

ଯଦି ଶାହିଦଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘ଜର୍ମି’ରେ ନଜର ଆସିବେ । ତେଲୁଗୁର ବ୍ଲକବଷ୍ଟର ଫିଲ୍ମ ‘ଜର୍ସି’ର ଏହା ହିନ୍ଦୀ ରିମେକ । ଯାହା ନିର୍ଦ୍ଦେଶନା କରିଛନ୍ତି ଗୌତମ ତିନ୍ନନୁରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.