ETV Bharat / sitara

ଗତ ମାର୍ଚ୍ଚ ସପ୍ତାହକୁ ମନେ ପକାଇଲେ ସର୍କିଟ

author img

By

Published : Mar 8, 2021, 12:00 PM IST

ଭାଇରାଲ ହେଲା ଅର୍ଶଦଙ୍କ ନୂଆ ପୋଷ୍ଟ । କୋରୋନା ଦେଶରେ ପ୍ରବେଶ କରିବା ପୂର୍ବ ଦିନକୁ ମନେ ପକାଇଲେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଶଦ ୱାରସୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଶଦ ୱାରସୀ

ମୁମ୍ବାଇ: ବି-ଟାଉନର ସର୍କିଟ ଅର୍ଶଦ ୱାର୍ସି ପୁରୁଣା ଦିନକୁ ମନେ ପକାଇ ଚର୍ଚ୍ଚାରେ । କୋରୋନା ମହାମାରୀ ଭାରତକୁ ଛୁଇଁବା ପୂର୍ବ ଦିନ ବିଷୟରେ ସେ ସମସ୍ତଙ୍କୁ ଜଣାଇଛନ୍ତି । ସେ ଗତବର୍ଷ ମାର୍ଚ୍ଚର ‘ଶେଷ ସାଧାରଣ ସପ୍ତାହ’କୁ ମନେ ପକାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏକ ପୋଷ୍ଟ ।

ରବିବାର ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଥିଲେ, ‘ଗୋଟିଏ ବର୍ଷ ପୂର୍ବରୁ ଆମର ଶେଷ ସାଧାରଣ ସପ୍ତାହ ଥିଲା ଆଉ କେହି ମଧ୍ୟ ପରବର୍ତ୍ତୀ ସମସ୍ୟା ବିଷୟରେ ଜାଣିନଥିଲେ ।’ ଦେଖନ୍ତୁ ଫଟୋ...

ପ୍ରକାଶ ଥାଉକି ଗତ ବର୍ଷ ମାର୍ଚ୍ଚ 9ରେ କୋରୋନା ଆତଙ୍କ ଦେଶରେ ଦେଖାଦେଇଥିଲା । ଏବେବି କୋରୋନା କବଳରୁ ମୁକୁଳି ପାରିନାହାନ୍ତି ଦେଶବାସୀ । ଏବେ ମଧ୍ୟ କୋରୋନା ସଂକ୍ରମିତ ହେବାରେ ଲାଗିଛନ୍ତି ଜନସାଧାରଣ ।

ସେପଟେ ଯଦି ଅର୍ଶଦଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ବଚନ ପାଣ୍ଡେ’ରେ ନଜର ଆସିବେ । ଯାହାର ସୁଟିଂରେ ବ୍ୟସ୍ତ ଅଭିନେତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.