ମୁମ୍ବାଇ: ଫେମସ ଆକ୍ଟର ଅଲ୍ଲୀ ଫଜଲ ହଲିଉଡର ଫିଲ୍ମ‘ ଡେଥ ଅନ ଦ ନାଇଲ’ରେ ଖୁବଶୀଘ୍ର ନଜର ଆସିବେ । ଯାହାର ଜବରଦସ୍ତ ଟ୍ରେଲର ରିଲିଜ ହୋଇଯାଇଛି । ଟ୍ରେଲରକୁ ନେଇ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ଦେଖିବାକୁ ମିଳୁଛି । ଅଲ୍ଲୀ ପ୍ରଥମଥର ଏହି ଫିଲ୍ମ ଜରିଆରେ ‘ୱଣ୍ଡର ୱୁମେନ’ ଅଭିନେତ୍ରୀ ଗେଲ ଗେଡଟଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ଅଲ୍ଲୀ ଟ୍ରେଲର ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି ।
-
MURDER WAS JUST THE BEGINNING! Had a blast working with this wonderful bunch .. #deathonthenile Quite the journey .. here’s a peak of the 1st trailer for Death On The Nile , in theatres this October 23. @DOTNMovie @20thcentury pic.twitter.com/Zw2SlbWKD8
— Ali Fazal M / میر علی فضل / अली (@alifazal9) August 19, 2020 " class="align-text-top noRightClick twitterSection" data="
">MURDER WAS JUST THE BEGINNING! Had a blast working with this wonderful bunch .. #deathonthenile Quite the journey .. here’s a peak of the 1st trailer for Death On The Nile , in theatres this October 23. @DOTNMovie @20thcentury pic.twitter.com/Zw2SlbWKD8
— Ali Fazal M / میر علی فضل / अली (@alifazal9) August 19, 2020MURDER WAS JUST THE BEGINNING! Had a blast working with this wonderful bunch .. #deathonthenile Quite the journey .. here’s a peak of the 1st trailer for Death On The Nile , in theatres this October 23. @DOTNMovie @20thcentury pic.twitter.com/Zw2SlbWKD8
— Ali Fazal M / میر علی فضل / अली (@alifazal9) August 19, 2020
ସେହିପରି ସେ ପୋଷ୍ଟରେ ଲେଖିଛନ୍ତି, ‘ଏହି ମଜାଦାର ଲୋକଙ୍କ ସହ କାମ କରି ଖୁବ୍ ମଜା ଆସିଛି । ଡେଥ ଅନ ଦ ନାଇଲ ଏକ ଶାନଦାର ଯାତ୍ରା ସାବ୍ୟସ୍ତ ହୋଇଛି । ଫିଲ୍ମର ପ୍ରଥମ ଟ୍ରେଲର ଝଲକ । ଅକ୍ଟୋବର 23ରେ ରିଲିଜ ହେବ ଫିଲ୍ମ ।’
ପ୍ରକାଶ ଥାଉକି ଅଲ୍ଲୀଙ୍କ ବ୍ୟତୀତ ଫିଲ୍ମରେ ଗେଲ, ‘ବ୍ଲାକ ପାନ୍ଥର’ରେ ନଜର ଆସିସାରିଥିବା ଅଭିନେତ୍ରୀ ଲିଟିସିୟା ରାଇଟ ଓ ନେଟଫ୍ଲିକ୍ସର ୱେବସିରିଜରେ ‘ସେକ୍ସ ଏଜୁକେଶନ’ରେ ଅଭିନୟ କରିଥିବା ଏମା ମୈକି ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖାଯିବେ।