ETV Bharat / sitara

ଭଉଣୀଙ୍କ ପାଇଁ ହଟହଟା କଙ୍ଗନା, ରୁଜୁ ହେଲା ଅଭିଯୋଗ

author img

By

Published : Apr 24, 2020, 11:29 AM IST

ସବୁବେଳେ ରଙ୍ଗୋଲୀ ଚାନ୍ଦେଲଙ୍କ ନିଜ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ଆସନ୍ତି । ହେଲେ ଏଥର ତାଙ୍କୁ ସମର୍ଥନ କରି ଭଉଣୀ କଙ୍ଗନା ରଣାୱତ ସମସ୍ୟା ଘେରରେ...

kangana ranaut
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: ପୁଣିଥରେ ସମସ୍ୟା ଘେରରେ କୁଇନ କଙ୍ଗନା ରଣାୱତ। ତାଙ୍କ ବିରୋଧରେ ରୁଜୁ ହେଲା ଅଭିଯୋଗ। ନିକଟରେ ତାଙ୍କ ଅମାନିଆ ଭଉଣୀ ରଙ୍ଗୋଲୀ ଚାନ୍ଦେଲଙ୍କ ଟ୍ବିଟର ଆକାଉଣ୍ଟ ସସ୍ପେଣ୍ଡ ହୋଇଥିଲା। ଯାହାପରେ ତାଙ୍କ ସମର୍ଥନ କରି କଙ୍ଗନା ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ଉତ୍ତରପ୍ରଦେଶର ମୁରାଦାବାରେ ହୋଇଥିବା ଡାକ୍ତରୀ ଟିମଙ୍କ ଉପରେ ଆକ୍ରମଣକୁ ନେଇ ବିବାଦିତ ଟ୍ବିଟ କରିଥିଲେ ରଙ୍ଗୋଲୀ। ଯାହାକୁ ଟ୍ବିଟର ନିଜ ନିୟମ ବିରୋଧୀ ପାଇଥିଲା । ଆଉ ରଙ୍ଗୋଲୀଙ୍କ ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଇଥିଲା ।

ଆଉ ଏବେ କଙ୍ଗନାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଓକିଲ ଅଲ୍ଲୀ କାସିଫ ଖାନ ଦେଶମୁଖ। ମୁମ୍ବାଇ ସ୍ଥିତ ଓକିଲ କହିଛନ୍ତି ଜଣେ ଭଉଣୀ ଘୃଣା ବିସ୍ତାର କରୁଥିବା ବେଳେ ଆଉ ଜଣେ ତାଙ୍କୁ ସମର୍ଥନ କରୁଛନ୍ତି। ଏହା ଜାଣି ମଧ୍ୟ କି ତାଙ୍କର ସମାଲୋଚନା ପୁରା ଦୁନିଆରେ ହେଉଛି । ଆଉ ଟ୍ବିଟର ଆକାଉଣ୍ଟ ମଧ୍ୟ ସସ୍ପେଣ୍ଡ କରିଦିଆଯାଇଛି।

ରୁଜୁ ହୋଇଥିବା ପୋଲିସ କେସରେ କଙ୍ଗନା ଓ ରଙ୍ଗୋଲୀଙ୍କ ବିରୋଧରେ ଅଭିଯୋଗ ଲଗିଛି ଯେ ନିଜ ଷ୍ଟାରଡମ, ଫ୍ୟାନବେସ, ଟଙ୍କା, ନାମ ଓ ପାୱରକୁ ଭୁଲ ରୂପେ ବ୍ୟବହାର କରୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.