ETV Bharat / sitara

ମ୍ୟାଗି ଠାରୁ କମ ସମୟରେ ପ୍ରସ୍ତୁତ ହେଲା ମୋଦିଙ୍କ ଲାଇଫ!

ରିଲିଜ ହେବାକୁ ଯାଉଛି ଚର୍ଚ୍ଚିତ ବାୟୋପିକ ପିଏମ ନରେନ୍ଦ୍ର ମୋଦି । ଦୁଇମାସ ଘୋଷଣା ମଧ୍ୟରେ ଫିଲ୍ମ ପରଦାରେ ଆସିବାକୁ ଯାଉଛି । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ୟୁଜର୍ସ କରୁଛନ୍ତି ଆଲୋଚନା ।

author img

By

Published : Mar 16, 2019, 2:36 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ମୁମ୍ବାଇ: କିଛି ଦିନ ହେବ 'ପିଏମ ନରେନ୍ଦ୍ର ମୋଦି' ବାୟୋପିକର ଘୋଷଣା କରିଥିଲେ ଫିଲ୍ମ ନିର୍ମାତା । ଯାହା ପ୍ରଧାନମନ୍ତ୍ରୀଙ୍କ ଜୀବନ ଉପରେ ଆଧାରିତ । ଇତିମଧ୍ୟରେ ଫିଲ୍ମ ରିଲିଜ ହେବାକୁ ପ୍ରସ୍ତୁତ ହୋଇ ସାରିଲାଣି। ଦୁଇମାସ ଘୋଷଣା ମଧ୍ୟରେ ଫିଲ୍ମ ପରଦାରେ ଆସିବାକୁ ଯାଉଛି । ଯାହା ସବୁଠାରୁ ଆଶ୍ଚର୍ଯ୍ୟଜନ କଥା । ବର୍ତ୍ତମାନ ସୋସିଆଲ ମିଡିଆରେ ୟୁଜର୍ସ ଫିଲ୍ମଟିକୁ ମ୍ୟାଗି ସହ ତୁଳନା କରିବା ଆରମ୍ଭ କରି ଦେଇଛନ୍ତି ।

  • Release date finalised... #PMNarendraModi to release on 12 April 2019... Stars Vivek Anand Oberoi in the title role... Directed by Omung Kumar... Produced by Sandip Ssingh, Anand Pandit and Suresh Oberoi.

    — taran adarsh (@taran_adarsh) March 15, 2019 " class="align-text-top noRightClick twitterSection" data=" ">

ଫିଲ୍ମରେ ମୋଦିଙ୍କ ଚରିତ୍ରରେ ଅଭିନେତା ବିବେକ ଓବରାୟ ନଜର ଆସିବେ । ଏହିପରି ଫିଲ୍ମର ଅନ୍ୟ କଳାକାରଙ୍କ ପୋଷ୍ଟର ମଧ୍ୟ ଧିରେ ଧିରେ ସାମ୍ନାକୁ ଆସିଥିଲା । ଯେବେଠାରୁ ଫିଲ୍ମର ଘୋଷଣା ହୋଇଥିଲା ତେବେଠାରୁ ସୋସିଆଲ ମିଡିଆରେ ଏହାର ଚର୍ଚ୍ଚା ଖୁବ୍ ଚାଲିଛି ।

ଯେଉଁମାନେ ଏହି ବହୁ ପ୍ରତୀକ୍ଷିତ ଫିଲ୍ମର ଟ୍ରେଲର ଦେଖିବାକୁ ଅପେକ୍ଷା କରିବସିଥିଲେ । ଏବେ ତାଙ୍କ ପାଇଁ ବଡ ସରପ୍ରାଇଜ ସାମ୍ନାକୁ ଆସିଛି । ନିର୍ମାତା ଓମଙ୍ଗ କୁମାରଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା 'ପିଏମ ନରେଦ୍ର ମୋଦି' ରିଲିଜ ତାରିଖର ଘୋଷଣା ହୋଇଯାଇଛି । ଫିଲ୍ମ କ୍ରିଟିକ ଏବଂ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମଟି ଏପ୍ରିଲ 12ରେ ରିଲିଜ ହେବ ବୋଲି ଟ୍ବିଟ କରି ଦର୍ଶକଙ୍କୁ ଜଣାଇଛନ୍ତି । ତାଙ୍କର ଏହି ଟ୍ବିଟ ପରେ ୟୁଜର୍ସ ଆଶ୍ଚର୍ଯ୍ୟ ହେବା ସହ ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି ।

ବର୍ତ୍ତମାନ ଫିଲ୍ମକୁ ନେଇ ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି 'ଇତନି ଜଲଦି'(itni jaldi) । ଜଣେ ୟୁଜର ଲେଖିଛନ୍ତି, "ମୁଁ କହିବାକୁ ଚାହୁଁଛି ଫିଲ୍ମଟି ଫ୍ଲପ ହେବ । କାରଣ ଏବେ ତ ସୁଟିଂ ଆରମ୍ଭ ହୋଇଥିଲା ଏବଂ ହଠାତ୍ ରିଲିଜ । ଫିଲ୍ମରେ ଭୁଲ ନିହାତି ଥିବ । ଆଉ ଏତେ ଶୀଘ୍ର ବାୟୋପିକ କିପରି ସୁଟିଂ ହୋଇପାରିବ । ଏହା ପାଇଁ ସମୟ ଲାଗିଥାଏ । ସ୍କ୍ରନିରେ ଫିଲ୍ମର ରିୟାଲିଟି କିଛି ଦେଖିବାକୁ ମିଳିବ ନାହିଁ । "

ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, "ତିନି ମାସ ମଧ୍ୟରେ କେମିତି ଫିଲ୍ମର ସୁଟିଂ ଶେଷ ହୋଇଗଲା । ଏହା ଭାବିବା କଥା । "

କିଛି ୟୁଜର୍ସ କହୁଛନ୍ତି ଏତେ ଶୀଘ୍ର ତିଆରି ହୋଇଗଲା ତ ଆଉ କିଛି କହୁଛନ୍ତି ଏହା "ଫିଲ୍ମ ନା ମ୍ୟାଗି" । ଯାହା ଦୁଇ ମିନିଟରେ ରେଡି ହୋଇଗଲା । ପ୍ରକାଶ ଥାଉକି ଫିଲ୍ମ ଟିମ ମାର୍ଚ୍ଚ 10ରେ ଉତ୍ତରାଖଣ୍ଡରେ ଫିଲ୍ମର ସୁଟିଂ କରି ଗତ ବଧୁବାର ମୁମ୍ବାଇ ଫେରିଛନ୍ତି। ପ୍ରକାଶ ଥାଉକି ଏହି ବାୟୋପିକରେ ମୋଦିଙ୍କ ବ୍ୟକ୍ତିଗତ ଜୀବନ ଠାରୁ ନେଇ ରାଜନୈତିକ ଯାତ୍ରାର କାହାଣୀ ଦେଖିବାକୁ ମିଳିବ ।

ସ୍ଲଗ- କଲେଜ ଛାତ୍ରୀଙ୍କ ବେକକାଟି ହତ୍ୟା। ପ୍ରେମ ସମ୍ପର୍କ ସନ୍ଦେହ। ପୋଲିସ ତନାଘନା ଆରମ୍ଭ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ
ତା- 15/03/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ କଲେଜ ଛାତ୍ରୀଙ୍କ ବେକ କାଟି ହତ୍ୟା କରାଯାଇଥିବା ଜଣାପଡିଛି। ଘଟଣାରେ ପ୍ରେମ ସମ୍ପର୍କ ଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ରେମୁଣା ଥାନା ନରହରିପୁର ପଡ଼ିଆରେ ଜଣେ ଯୁବତୀର ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ରେମୁଣା ଥାନାକୁ ଖବର ଦେଇଥିଲେ। ପୋଲିସ ପାହଁଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ମୃତ ଯୁବତୀ ଜଣଙ୍କ ରେମୁଣା କଲେଜରେ ଯୁକ୍ତ 3 ଛାତ୍ରୀ ବୋଲି ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଯୁବତୀଙ୍କ ବେକକୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ କାଟିଥିବା ଜଣାପଡିଛି। ଯୁବତୀ ଜଣଙ୍କ ବାଙ୍ଗରା ଗାଁର ସୁପ୍ରିୟା ବେହେରା ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ପରିବାର ଲୋକେ ରେମୁଣା ଥାନାରେ ହତ୍ୟା ଅଭିଯୋଗ କରିଥିବା ସୂଚନା ମିଳିଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.