ETV Bharat / sitara

ଅନୁରାଗଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଅଭିନେତ୍ରୀ ପାୟଲ ଘୋଷ - ଅନୁରାଗଙ୍କ ଉପରେ ମିଠୁ ଅଭିଯୋଗ ଆଣିଲେ ପାୟଲ ଘୋଷ

ଅଭିନେତ୍ରୀ ପାୟଲ ଘୋଷ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଲଗାଇଛନ୍ତି । ଏଥିସହିତ ପାୟଲ ତାଙ୍କ ସୁରକ୍ଷା ବିପଦରେ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହାୟତା ଲୋଡିଛନ୍ତି । କିଛି ସମୟ ପରେ, କଙ୍ଗନା ଟ୍ୱିଟରକୁ ଯାଇ ଅଭିନେତ୍ରୀଙ୍କୁ ସମର୍ଥନ ଜଣାଇଲେ । ଅଧିକ ପଢନ୍ତୁ...

Payal Ghosh slaps #metoo allegations on Anurag Kashyap, Kangana Ranaut extends support
ଅନୁରାଗଙ୍କ ଉପରେ ମିଠୁ ଅଭିଯୋଗ ଆଣିଲେ ପାୟଲ ଘୋଷ
author img

By

Published : Sep 19, 2020, 10:47 PM IST

ମୁମ୍ବାଇ: ‘ପଟେଲ କି ପଞ୍ଜାବୀ ଶାଦୀ’ ଚଳଚ୍ଚିତ୍ର ଏବଂ ‘ସାଥ ନିଭାନା ସାଥିଆ’ ଟିଭି ସୋ ଭଳି ପ୍ରୋଜେକ୍ଟରେ କାମ କରିଥିବା ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ।

Payal Ghosh slaps #metoo allegations on Anurag Kashyap, Kangana Ranaut extends support
ଅନୁରାଗଙ୍କ ଉପରେ ମିଠୁ ଅଭିଯୋଗ ଆଣିଲେ ପାୟଲ ଘୋଷ

ଶନିବାର ଦିନ ପାୟଲ ଟ୍ବିଟ କରି କହିଛନ୍ତି, “ଅନୁରାଗ ମୋତେ ଅଶ୍ଲୀଳ ବ୍ୟବହାର କରିଥିଲେ । ପିଏମ ମୋଦୀ ଜୀ, ଦୟାକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ମୁଁ ଜାଣେ ଯେ ଏହା (ଅନୁରୋଗଙ୍କ ବିରୋଧରେ ଅଭିଯୋଗ) ମୋତେ କ୍ଷତି ପହଞ୍ଚାଇପାରେ ଏବଂ ମୋର ସୁରକ୍ଷା ବିପଦରେ । ଦୟାକରି ସାହାଯ୍ୟ କର ” ।

ଜାତୀୟ ମହିଳା ଆୟୋଗର ଚେୟାରମ୍ୟାନ୍ ରେଖା ଶର୍ମା ଘୋଷଙ୍କୁ ଟ୍ବିଟ୍ କରି ଲେଖିଛନ୍ତି, ଚେୟାରମ୍ୟାନ୍- ncw@nic.in ରେ ଆପଣ ମୋତେ ବିସ୍ତୃତ ଅଭିଯୋଗ ପଠାଇ ପାରନ୍ତି ଏବଂ @NCWIndia ଏହା ଉପରେ ଦୃଷ୍ଟି ଦେବେ ।

ଏହା ଉପରେ ଅଭିନେତ୍ରୀ କଙ୍ଗନା ମଧ୍ୟ ଘୋଷଙ୍କୁ ସମର୍ଥନ କରି ଟୁଇଟ୍ କରି କହିଛନ୍ତି, “ପ୍ରତ୍ୟେକ ସ୍ବର ଗୁରୁତ୍ବପୂର୍ଣ୍ଣ” । #MeToo #ArrestAnuragKashyap ।

ଏହା ପୂର୍ବରୁ ବଲିଉଡର ଅଭିନେତ୍ରୀ ତନୁଶ୍ରୀ ଦତ୍ତା ମଧ୍ୟ ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.