ETV Bharat / sitara

ଅନୁପମଙ୍କ ଟ୍ବିଟର ଜବାବ ଦେଲେ ପରେଶ - ଅଭିନେତା ପରେଶ ରାୱଲଙ୍କ ଶାନଦାର ପ୍ରତିକ୍ରିୟା

ଅନୁପମ ଖେରଙ୍କ ନୂଆ ଟ୍ବିଟରେ କମେଣ୍ଟ କରି ଚର୍ଚ୍ଚାରେ ପରେଶ ରାୱଲ । କହିଲେ ଦେଶରେ ବେଇମାନ ଲୋକଙ୍କୁ ସଚ୍ଚୋଟ ଚୌକିଦାର ପସନ୍ଦ ନୁହେଁ ।

paresh rawal
ଡିଜାଇନ ଫଟୋ
author img

By

Published : Mar 1, 2020, 4:47 AM IST

ମୁମ୍ବାଇ: ବିଶିଷ୍ଟ ଅଭିନେତା ଅନୁପମ ଖେର ଅଭିନୟ ବ୍ୟତୀତ ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ପ୍ରାୟତଃ ସେ ଦେଶରେ ଚାଲିଥିବା ବଡ ରାଜନୈତିକ ପ୍ରସଙ୍ଗ ଓ ସମସ୍ୟା ଉପରେ ପ୍ରତିକ୍ରିୟା ରଖୁଥିବାର ନଜର ଆସୁଛନ୍ତି । ଏହାସହ ସେ ଟ୍ବିଟର ଆକାଉଣ୍ଟରେ ଟ୍ବିଟ ମଧ୍ୟ କରି କିଛି ଲୋକଙ୍କୁ କଡା ଜବାବ ଦେବାରେ ଲାଗିଛନ୍ତି । ଇତିମଧ୍ୟରେ ତାଙ୍କ ନୂଆ ଟ୍ବିଟରେ ଫେମସ ଅଭିନେତା ପରେଶ ରାୱଲଙ୍କ ଶାନଦାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ପରେଶ ରାୱଲ

କଥାଟି ହେଲା ଯେ ନିକଟରେ ଅନୁପମ ଟ୍ବିଟ କରି ଲେଖିଥିଲେ, ‘ଶାନଦାର ନା, ବେଇମାନୀ କରି ଟଙ୍କା କମାଉଥିବା ଲୋକ, ହେଲେ ସଚ୍ଚୋଟ ଲୋକ ଚୌକିଦାର ଖୋଜୁଛନ୍ତି। ତାଙ୍କ ପ୍ରଶଂସଙ୍କୁ ଏହି ଟ୍ବିଟ ଖୁବ୍ ପସନ୍ଦ ଆସିଥିଲା।

ତାଙ୍କ ଏହି ଟ୍ବିଟରେ ପ୍ରତିକ୍ରିୟା ଦେଇ ପରଶ ଲେଖିଛନ୍ତି, ‘ହେଲେ ଆମ ଦେଶରେ କିଛି ବେଇମାନଙ୍କୁ ସଚ୍ଚୋଟ ଚୌକିଦାର ପସନ୍ଦ ନୁହେଁ । ’ ବର୍ତ୍ତମାନ ପରେଶଙ୍କ ଏହି ଜବାବ ସୋସିଆଲ ମିଡିଆରେ ଛାଇଯାଇଛି । ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ଅନୁପମ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ଦିଲ୍ଲୀ ହିଂସା ଉପରେ କଥାବାର୍ତ୍ତା କରୁଥିବାର ନଜର ଆସୁଥିଲେ । ବର୍ତ୍ତମାନ ଲାଗୁଛି ତାଙ୍କ ଏହି ଟ୍ବିଟ ନୂଆ ଯୁକ୍ତିତର୍କ ସୃଷ୍ଟି କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.