ETV Bharat / sitara

ଆରୋପର ଜବାବ ଦେଲେ ଦେଶୀ ଗାର୍ଲ

ଲାଗିଥିବା ଆରୋପର ଜବାବ ଦେଲେ ପ୍ରିୟଙ୍କା ଚୋପ୍ରା । ପରମାଣୁ ଯୁଦ୍ଧ ପାଇଁ ପ୍ରିୟଙ୍କା ଦୋଷୀ ବୋଲି ଅଭିଯୋଗ ଆଣିଥିଲେ ପାକିସ୍ତାନୀ ମହିଳା ।

author img

By

Published : Aug 12, 2019, 11:07 AM IST

Updated : Aug 12, 2019, 11:47 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଉପରେ ଆରୋପ ଲଗାଇଛନ୍ତି ପାକିସ୍ତାନୀ ମହିଳା । ଆମେରିକାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରିୟଙ୍କାଙ୍କ ଉପରେ ଆରୋପ ଲାଗିଛି । ସଂଯୁକ୍ତରାଷ୍ଟ୍ରର ସଦଭାବନା ଦୂତ ହୋଇ ମଧ୍ୟ ପରମାଣୁ ଯୁଦ୍ଧକୁ ପ୍ରିୟଙ୍କା ପ୍ରଶୟ ଦେଉଛନ୍ତି ବୋଲି ଅଭିଯୋଗ ଆଣିଥିଲେ ମହିଳା ଜଣକ । ପ୍ରିୟଙ୍କାଙ୍କ ଏକ ପୁରୁଣା ଟ୍ବିଟକୁ ନେଇ ଆରୋପ ଲଗାଇଛନ୍ତି ପାକିସ୍ତାନୀ ମହିଳା ।

ମହିଳାଙ୍କ କହିବାନୁସାରେ, ପାକିସ୍ତାନର ବାଲାକୋଟରେ ଭାରତୀୟ ଯୁଦ୍ଧ ବିମାନର ଆକ୍ରମଣ ପରେ ବାୟୁସେନାକୁ ଶୁଭେଚ୍ଛା ଜଣାଇଥିଲେ । ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ମହିଳା । ତେବେ ଏହାର କଡା ଜବାବ ମଧ୍ୟ ଦେଇଛନ୍ତି ପ୍ରିୟଙ୍କା । ‘ପାକିସ୍ତାନରେ ମୋର ଅନେକ ସାଙ୍ଗ ଅଛନ୍ତି ଓ ମୁଁ ଭାରତରୁ, ମୁଁ ଯେମିତି ଚାହେଁ ତାକୁ ନେଇ ଯୁଦ୍ଧ ହୁଏନି । ମୁଁ ଦେଶଭକ୍ତ, ଯଦି କାହା ଭାବନାରେ ଆଞ୍ଚ ଆସିଛି ସେଥିପାଇଁ ଦୁଃଖିତ ’ବୋଲି ପ୍ରିୟଙ୍କା କହିଛନ୍ତି ।

ପ୍ରିୟଙ୍କା ଶେଷରେ ତାଙ୍କୁ ପାଟି ନକରିବାକୁ ବି କହିଥିଲେ । ଏହାସହ ଏଠାକୁ ସମସ୍ତେ ପ୍ରେମ ବାଣ୍ଟିବାକୁ ଆସିଛନ୍ତି ବୋଲି କହିଛନ୍ତି ଦେଶୀଗାର୍ଲ ।

Intro:Body:

BLANK FOR LINK 

Conclusion:
Last Updated : Aug 12, 2019, 11:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.