ETV Bharat / sitara

‘ମିଶନ ମଙ୍ଗଲ’ର ନୂଆ ଟ୍ରେଲର, ଗୃହ ବିଜ୍ଞାନ ମିଶନ ହେଲା ସଫଳ - ଦ୍ବିତୀୟ ଟ୍ରେଲର

ରିଲିଜ ହୋଇଯାଇଛି ‘ମିଶନ ମଙ୍ଗଲ’ର ଦ୍ବିତୀୟ ଟ୍ରେଲର । ବିଦ୍ୟା ବାଲନଙ୍କ ଗୃହ ବିଜ୍ଞାନ ଦ୍ବାରା ସଫଳ ହୋଇପାରିଛି ‘ମିଶନ ମଙ୍ଗଲ’ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
author img

By

Published : Aug 8, 2019, 3:07 PM IST

ମୁମ୍ବାଇ: ମଲ୍ଟି ଷ୍ଟାରର ଫିଲ୍ମ ‘ମିଶନ ମଙ୍ଗଲ’ ସ୍ବାଧୀନତା ଦିବସରେ ରିଲିଜ ହେବାକୁ ପ୍ରସ୍ତୁତ । ଫିଲ୍ମରେ ଦର୍ଶକ ଭାରତୀୟ ବୈଜ୍ଞାନିକଙ୍କ କାହାଣୀ ଦେଖିବାକୁ ପାଇବେ । ମିଶନ ମଙ୍ଗଲ ବାସ୍ତବ କାହାଣୀକୁ ନେଇ ଆଧାରିତ । କିପରି ଇସ୍ରୋ ବୈଜ୍ଞାନିକମାନେ ସଫଳତା ସହ ମଙ୍ଗଲାୟନ ମହାକାଶ ଯାନ ମହାକାଶକୁ ପଠାଇଥିଲେ ତାହା ନେଇ ଫିଲ୍ମର ବିଷୟବସ୍ତୁ । ନିକଟରେ ରିଲିଜ ହୋଇଥିବା ଫିଲ୍ମର ପ୍ରଥମ ଟ୍ରେଲର ଦର୍ଶକଙ୍କ ମନ କିଣିବା ସହ ସେଲିବ୍ରିଟିଙ୍କର ମଧ୍ୟ ମନ କିଣିବାରେ ସଫଳ ହୋଇଥିଲା ।

ଖିଲାଡି ଅକ୍ଷୟ କୁମାର ଅଭିନୀତ ‘ମିଶନ ମଙ୍ଗଲ’ର ଦ୍ବିତୀୟ ଟ୍ରେଲର ଗୁରୁବାର ରିଲିଜ ହୋଇଯାଇଛି । ଯେଉଁଥିରେ ଅଭିନେତ୍ରୀ ବିଦ୍ୟା ବାଲନ ମାର୍ସକୁ ସଫଳତା ସହ ମଙ୍ଗଲୟାନ ପଠାଇବାର ଅନେକ ଉପାୟ କହୁଥିବାର ଦେଖାଯାଉଛନ୍ତି । ଟ୍ରେଲରରେ ଅକ୍ଷୟ ଓ ବିଦ୍ୟାଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ସରମନ ଯୋଶି, ତାପସୀ ପନ୍ନୁ, କ୍ରିତି କୁଲହାରି, ନିତ୍ୟା ମେନନ ମଧ୍ୟ ନଜର ଆସୁଛନ୍ତି ।

  • " class="align-text-top noRightClick twitterSection" data="">

ପ୍ରକାଶ ଥାଉକି 2014ରେ ମାର୍ସଙ୍କୁ ମମ(MOM-Mars Orbiter Mission) ପଠାଇବାରେ ସଫଳ ହୋଇଥିଲେ ଇସ୍ରୋର ଭାରତୀୟ ବୈଜ୍ଞାନିକ । ଫିଲ୍ମରେ ବୈଜ୍ଞାନିକ ରାକେଶ ଧାୱନଙ୍କ ଭୂମିକାରେ ଅଭିନୟ କରୁଛନ୍ତି ଅକ୍ଷୟ ।

ଅନ୍ୟପଟ ଏହି ଟ୍ରେଲର ଲଞ୍ଚିଂ ଅବସରରେ ଅକ୍ଷୟ କହିଛନ୍ତି କି ‘ମିଶନ ମଙ୍ଗଲ’ ଫିଲ୍ମରେ ବିଜ୍ଞାନ ଦେଖିବାକୁ ମିଳିବ । ଆମ ମାନେ ବହୁତ ଗର୍ବିତ କି ମହାକାଶ ବିଜ୍ଞାନ କ୍ଷେତ୍ରରେ ସଫଳ କାହାଣୀକୁ ନେଇ ପ୍ରଥମଥର ଫିଲ୍ମ ନିର୍ମାଣ କରିଥିବାରୁ । ଆପଣ ନିଜ ପିଲାଙ୍କୁ ଅନୁମତି ଦିଅନ୍ତୁ ଏହି ଫିଲ୍ମ ଦେଖିବା ପାଇଁ, ଯାହାଦ୍ବାରା ସେ ଭବିଷ୍ୟତରେ କିଛି କରିବା ପାଇଁ ପ୍ରେରଣା ପାଇ ପାରିବେ । କେବେଳ ଏହି ମିଶନ ସମ୍ଭବ ହୋଇପାରିଥିଲା ଗୃହ ବିଜ୍ଞାନ ଦ୍ବାରା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.