ETV Bharat / sitara

ଦୀର୍ଘ ଦିନର ବ୍ରେକ ପରେ ସୁଟିଂସେଟକୁ ଫେରି ଖୁସ ଅନୁପମ, ସେୟାର କଲେ ଭିଡିଓ

author img

By

Published : Aug 25, 2020, 5:17 PM IST

ଦୀର୍ଘ ଦିନ ପରେ ସୁଟିଂ ସେଟକୁ ଫେରି ବହୁତ ଉତ୍ସାହିତ ଅଛନ୍ତି ଅନୁପମ ଖେର । ଅନୁପମ ଇନଷ୍ଟାଗ୍ରାମରେ ଦୁଇଟି ଭିଡିଓ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

Nice to be back: Anupam Kher on resuming shooting
ଦୀର୍ଘ ଦିନର ବ୍ରେକ ପରେ ସୁଟିଂସେଟକୁ ଫେରି ଖୁସ ଅନୁପମ, ସେୟାର କଲେ ଭିଡିଓ

ମୁମ୍ବାଇ: ଅନେକ ଦିନ ପରେ ଭେଟେରାନ ଅଭିନେତା ଅନୁପମ ଖେର ସୁଟିଂ ସେଟକୁ ଫେରି ଖୁସି ଅଛନ୍ତି ବୋଲି ସେ କହିଛନ୍ତି । ଏନେଇ ଅନୁପମ ତାଙ୍କର ମେକ୍ ଅପ ସମୟର ଦୁଇଟି ଭିଡିଓ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି ।

ଗୋଟିଏ କ୍ଲିପ୍‌ରେ ଅନୁପମ କହିଛନ୍ତି, "ସୁଟିଂସେଟକୁ ଫେରି ବହୁତ ଭଲ ଲାଗିଲା" ।

ଭିଡିଓରେ ସେ ଲେଖିଛନ୍ତି: "#ଓ୍ବି ଆର ବ୍ୟାକ" ।

ଅନୁପମ ସେୟାର କରିଥିବା ପୋଷ୍ଟଗୁଡିକରେ କୌଣସି ଫିଲ୍ମର ସୁଟିଂ ବିଷୟରେ ସୂଚନା ଦେଇ ନାହାଁନ୍ତି ।

ଅଗଷ୍ଟ 4 ରେ ସୁଶାନ୍ତଙ୍କ ମାମଲାରେ ଅନୁପମ ଏକ ବୟାନ ଦେଇଥିଲେ । ସେ କହିଥିଲେ ଯେ, ସୁଶାନ୍ତଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକମାନଙ୍କୁ ସତ୍ୟ ଜାଣିବାର ଅଧିକାର ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.