ନୂଆଦିଲ୍ଲୀ: ଗତ ବର୍ଷ ଜୁନରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଥିବା ବଲିଉଡ ଡ୍ରଗ୍ସ କେସରେ ଏନସିବି ତାଙ୍କ ଫ୍ଲାଟମେଣ୍ଟ ସିଦ୍ଧାର୍ଥ ପିଠାନୀଙ୍କୁ ଶୁକ୍ରବାର ଗିରଫ କରିଥିଲା ।
ଏହା ପରେ ନିକଟରେ ଏନସିବି ସୁଶାନ୍ତଙ୍କ ପୂର୍ବତନ ଘରୋଇ ସହାୟକ ନୀରଜ ଏବଂ କେଶବଙ୍କୁ ପଚରାଉଚରା ପାଇଁ ଡକାଇଥିଲା ।
-
Narcotics Control Bureau (NCB) summons Sushant Singh Rajput's bodyguard for the second day in a row, in the drug case linked to the late actor's death
— ANI (@ANI) June 3, 2021 " class="align-text-top noRightClick twitterSection" data="
">Narcotics Control Bureau (NCB) summons Sushant Singh Rajput's bodyguard for the second day in a row, in the drug case linked to the late actor's death
— ANI (@ANI) June 3, 2021Narcotics Control Bureau (NCB) summons Sushant Singh Rajput's bodyguard for the second day in a row, in the drug case linked to the late actor's death
— ANI (@ANI) June 3, 2021
ଏବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏନସିବି ତାଙ୍କ ବଡିଗାର୍ଡଙ୍କୁ ପଚରାଉଚରା କରିବା ପାଇଁ ଡାକିଛି । ପୂର୍ବରୁ ମଧ୍ୟ ସୁଶାନ୍ତଙ୍କ ବଡିଗାର୍ଡଙ୍କୁ ପଚରାଉଚରା କରାଯାଇଥିଲା ।
ବର୍ତ୍ତମାନ, ସୁଶାନ୍ତଙ୍କ ମାମଲାରେ ଏନସିବି ନିରନ୍ତର ତଦନ୍ତ ଜାରି ରଖିଛି।
ପ୍ରକାଶ ଥାଉ କି, ଗତ ବର୍ଷ ଜୁନ 14ରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ । ଯାହାର ଯାଞ୍ଚରେ ଡ୍ରଗ୍ସ କାରବାର ମାମଲା ସାମ୍ନାକୁ ଆସିଥିଲା ।