ETV Bharat / sitara

ଖୁବଶୀଘ୍ର ଆରମ୍ଭ ହେବ ନୱାଜୁଦ୍ଦିନଙ୍କ ‘ଘୁମକେତୁ’ - ଜି5ରେ ମୁକ୍ତିଲାଭ କରିବ

ନୱାଜୁଦ୍ଦିନ ସିଦ୍ଦିକିଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ଘୁମକେତୁ ଅନଲାଇନ ଭିଡିଓ ଷ୍ଟ୍ରିମିଂ ଜି5 ପ୍ଲାଟଫର୍ମରେ ମୁକ୍ତିଲାଭ କରିବ । ଅଧିକ ପଢନ୍ତୁ...

Nawazuddin Siddiqui's Ghoomketu to release on Zee5
ଜି5ରେ ମୁକ୍ତିଲାଭ କରିବ ନୱାଜୁଦ୍ଦିନଙ୍କ ଘୁମକେତୁ
author img

By

Published : May 9, 2020, 7:54 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ଘୁମକେତୁ ଅନଲାଇନ ଭିଡିଓ ଷ୍ଟ୍ରିମିଂ ଜି5 ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ।

ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ପୁଷ୍ପେନ୍ଦ୍ର ନାଥ ମିଶ୍ର ଏବଂ ଏହି କମେଡି ଡ୍ରାମା ଚଳଚ୍ଚିତ୍ର ମେ 22ରେ ଆରମ୍ଭ ହେବ । ଏହି ଚଳଚ୍ଚିତ୍ରରେ ନୱାଜୁଦ୍ଦିନ ସିଦ୍ଦିକି ଏକ ସଂଘର୍ଷପୂର୍ଣ୍ଣ ଲେଖକଙ୍କ ଜୀବନକୁ ବର୍ଣ୍ଣନା କରିଛନ୍ତି ।

ଫିଲ୍ମ କ୍ରିଟିକ୍ସ ତରନ ଆଦର୍ଶ ଶନିବାର ଦିନ ସୋସିଆଲ ମିଡିଆରେ ଏହି ଚଳଚ୍ଚିତ୍ରର ରିଲିଜ ବିଷୟରେ ଘୋଷଣା କରିଛନ୍ତି । ଏହି କମେଡି ଡ୍ରାମା ଚଳଚ୍ଚିତ୍ରରେ ନୱାଜୁଦ୍ଦିନଙ୍କ ବ୍ୟତୀତ ଅଭିନେତା ଅମିତାଭ ବଚ୍ଚନ, ରଣଭୀର ସିଂ ଏବଂ ସୋନାକ୍ଷୀ ସିହ୍ନା ଭଳି ବହୁ କଳାକାରମାନେ ମଧ୍ୟ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.