ETV Bharat / sitara

ଆଖିବୁଜିଲେ ଫେମସ ଅଭିନେତ୍ରୀ ଶଶିକଳା

ରବିବାର କଳା ଜଗତରୁ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ବଲିଉଡର ଫେମସ ଅଭିନେତ୍ରୀ ଶଶିକଳା ଆଉ ନାହାନ୍ତି । ଅଧିକ ପଢନ୍ତୁ...

author img

By

Published : Apr 4, 2021, 5:25 PM IST

Mumbai : actress Shashikala dies at 88 in Colaba, Mumbai
ଆଖିବୁଜିଲେ ଫେମସ ଅଭିନେତ୍ରୀ ଶଶିକଳା

ନୂଆଦିଲ୍ଲୀ: ରବିବାର କଳା ଜଗତରୁ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ବଲିଉଡର ଫେମସ ଅଭିନେତ୍ରୀ ଶଶିକଳା ଆଉ ନାହାନ୍ତି । ମୃତ୍ୟୁବେଳଙ୍କୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । 4 ଏପ୍ରିଲରେ ମୁମ୍ବାଇର କୋଲାବାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଅଭିନେତ୍ରୀ ଶଶିକଳା ।

ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ ୧୦୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । 70 ଦଶକରେ ହିନ୍ଦୀ ସିନେମାରେ ତାଙ୍କର ସ୍ମରଣୀୟ ଭୂମିକା ନେଇ ଶଶିକଳା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

ପ୍ରକାଶ ଥାଉ ଯେ, ୨୦୦୭ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଶଶିକଳା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.