ETV Bharat / sitara

ସିନେମା ଜଗତ ପାଇଁ ସୁଯୋଗ ଆଣିଲେ ମୋଦି - କାଶ୍ମୀର

କାଶ୍ମୀର ବିଲ ପୁର୍ନଗଠନ ପରେ ପ୍ରଥମ ଥର ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଖାସ କରି ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ସୁଯୋଗ ଦେଇଛନ୍ତି ମୋଦି ।

ଫଟୋ ସୌଜନ୍ୟ: ସୋସିଆଲ ମିିଡିଆ
author img

By

Published : Aug 8, 2019, 11:39 PM IST

ହାଇଦ୍ରାବାଦ: ଜମ୍ମୁ କାଶ୍ମୀରରୁ ଆର୍ଟିକିଲ-370ର ପୁର୍ନଗଠନ ପରେ ଜମ୍ମୁ-କାଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତନ କରାଯାଇଛି । ଏହି ରାୟ ପ୍ରକାଶ ପରେ ପ୍ରଥମ ଥର ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେ କହିଛନ୍ତି, ‘ଯେଉଁ ସ୍ବପ୍ନ ସରଦାର ପଟେଲଙ୍କର ଥିଲା, ବାବା ସାହେବ ଆମ୍ବେଦକରଙ୍କର ଥିଲା, ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ଥିଲା, ଅଟଳ ଜୀଙ୍କ ସ୍ବପ୍ନ ଥିଲା ଏବେ ପୂରଣ ହେଲା ।’ ଏହା ସହ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ଅନେକ ସୁଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ବଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରି ଆସି ଫିଲ୍ମ ନିର୍ମାଣ କରନ୍ତୁ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି ମୋଦି ।

ମୋଦି କହିଥିଲେ,‘ ଯୁଗ ଥିଲା କାଶ୍ମୀରରେ ବଲିଉଡର ଫିଲ୍ମ ନିର୍ମାଣ କରାଯାଉଥିଲା । କାଶ୍ମୀରର ସ୍ଥିତିରେ ସୁଧାର ଆସିଲେ କେବଳ ବଲିଉଡରେ ନୁହେଁ ବରଂ ସମଗ୍ର ବିଶ୍ବର ଫିଲ୍ମ ନିର୍ମାତା ଆସି ସୁଟିଂ କରିବେ ଏହା ଫଳରେ କାଶ୍ମୀରରେ ରୋଜଗାର ବୃଦ୍ଧି ହେବ ।’

ମୋଦି ହିନ୍ଦି, ତେଲୁଗୁ, ତାମିଲର ଫିଲ୍ମ ନିର୍ମାତାଙ୍କୁ ଜମ୍ମୁ-କାଶ୍ମୀର ଓ ଲଦାଖରେ ଟଙ୍କା ନିବେଶ କରିବାକୁ ଅନୁରୋଧ କରିଛନ୍ତି । ଫିଲ୍ମର ସୁଟିଂରୁ ଆରମ୍ଭ କରି ସିନେମା ହଲ ଯାଏଁ ସବୁକୁ ପ୍ରାଥମିକତା ଦିଆଯାଉ ବୋଲି ମଧ୍ୟ ସେ କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.