ETV Bharat / sitara

ରିଲିଜ ହେଲା 'ମିଶନ ମଙ୍ଗଲ'ର ଦମଦାର ଟ୍ରେଲର - ଫିଲ୍ମ ମିଶନ ମଙ୍ଗଲ

ଖିଲାଡି ଅକ୍ଷୟ ଟ୍ବିଟରରେ ସେୟାର କଲେ 'ମିଶନ ମଙ୍ଗଲ'ର ଟ୍ରେଲର । ଯାହା କିଛି ସମୟ ପୂର୍ବରୁ ରିଲିଜ ହୋଇଛି । ଫିଲ୍ମକୁ ଦେଖିବାକୁ ଦୀର୍ଘସମୟରୁ ବ୍ୟାକୁଳ ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର
author img

By

Published : Jul 18, 2019, 2:36 PM IST

ମୁମ୍ବାଇ: ସ୍ବାଧୀନତା ଦିବସରେ ରିଲିଜ ହେବାକୁ ଯାଉଥିବା ମଲ୍ଲି ଷ୍ଟାରର ଫିଲ୍ମ 'ମିଶନ ମଙ୍ଗଲ'ର ଜବରଦସ୍ତ ଟ୍ରେଲର ଆଜି ରିଲିଜ ହୋଇଯାଇଛି । ଇତିହାସରେ ସାମିଲ ଥିବା ମହାକାଶଯାତ୍ରାର ସଫଳତାର କାହାଣୀ ଫିଲ୍ମରେ ପର୍ଯ୍ୟବେଶିତ ହୋଇଛି ।

twitter
ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ଫିଲ୍ମରେ ଅକ୍ଷୟ କୁମାର ବୈଜ୍ଞାନିକ ରାକେଶ ଧାୱନଙ୍କ ଭୂମିକାରେ ନଜର ଆସିଛନ୍ତି । ଅକ୍ଷୟଙ୍କ ସହ ଫିଲ୍ମରେ ବିଦ୍ୟା ବାଲନ, ତାପସୀ ପନ୍ନୁ, ସୋନାକ୍ଷୀ ସିହ୍ନା, କ୍ରିତି କୁଲହାରି ଓ ନିତ୍ୟା ମେନନ ମଧ୍ୟ ମୁଖ୍ୟରେ ଦେଖାଯିବେ ।

'ମିଶନ ମଙ୍ଗଲ'ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିର୍ଦ୍ଦେଶକ ଜଗନ ଶକ୍ତି । କିଛି ଦିନ ପୂର୍ବରୁ ଫିଲ୍ମର ଫାଷ୍ଟ ପୋଷ୍ଟର ରିଲିଜ କରାଯାଇଥିଲା । ଆଉ ଏହାପରେ 45 ସେକେଣ୍ଡର ଟିଜର ରିଲିଜ କରି ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଥିଲେ ମେକର୍ସ ।

  • " class="align-text-top noRightClick twitterSection" data="">

ଟ୍ରେଲର ରିଲିଜ ହେବା ଅବସରରେ ଅକ୍ଷୟ ଟ୍ବିଟର ଆକାଉଣ୍ଟରେ ଏହାକୁ ସେୟାର କରି କେବଳ ଗୋଟିଏ କାହାଣୀ ନୁହେଁ ବରଂ ସେହି କଷ୍ଟଭରା ସ୍ବପ୍ନ ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ଯେଉଁଥିରେ ସଫଳ ହୋଇ ଭାରତ ନୂଆ ଇତିହାସ ରଚିଥିଲା । ଆପଣ ମଧ୍ୟ ଦେଖନ୍ତୁ ଟ୍ରେଲର...

Intro:Body:

asc

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.