ETV Bharat / sitara

‘ମିଶନ ମଙ୍ଗଲ’ ପ୍ରଶଂସାରେ ନେତା

author img

By

Published : Aug 16, 2019, 8:44 AM IST

‘ମିଶନ ମଙ୍ଗଲ’ ଫିଲ୍ମକୁ ନେଇ ଉତ୍ସାହିତ ଫ୍ୟାନ୍ସ । ରିଲିଜ ହୋଇଯାଇଥିବା ଫିଲ୍ମର ପ୍ରଶଂସା ସୋସିଆଲ ମିଡିଆରେ କଲେ ମିନିଷ୍ଟର ଅଫ ଷ୍ଟେଟ ହୋମ ଅଫେୟର୍ସ ଜି କିଶନ ରେଡ୍ଡୀ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ପରିଶେଷରେ ଅକ୍ଷୟ କୁମାରଙ୍କ ଅଭିନୀତ ମଲ୍ଟି ଷ୍ଟାରର ଫିଲ୍ମ ‘ମିଶନ ମଙ୍ଗଲ’ ରିଲିଜ ହୋଇଯାଇଛି । ଫିଲ୍ମରେ ଅକ୍ଷୟ ଭାରତୀୟ ବୈଜ୍ଞାନିକ ରାକେଶ ଧାୱନଙ୍କ ଭୂମିକାରେ ନଜର ଆସୁଛନ୍ତି । ଆଉ ଫିଲ୍ମର କାହାଣୀଟି ଭାରତୀୟ ମଙ୍ଗଳଯାନକୁ ନେଇ ଆଧାରିତ ।

ସ୍ପେସ ରିସର୍ଚ ଅର୍ଗାନାଇଜେସନ(ଇସ୍ରୋ)ର ମିଶନ ମାର୍ସ ପ୍ରୋଜେକ୍ଟକୁ ନେଇ ପର୍ଯ୍ୟବେଷିତ ଏହି ଫିଲ୍ମରେ ମହିଳା ବୈଜ୍ଞାନିକଙ୍କ ସଫଳତା କାହାଣୀ ଦେଖିବାକୁ ମିଳିଛି । ଯେଉଁମାନେ ରକେଟ ତିଆରି କରି ଏହି ଅସମ୍ଭବ ମିଶନର ପୁରା କରିଥିଲେ ।

ରିଲିଜ ପୂର୍ବରୁ ବୁଧବାର ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ଦିଲ୍ଲୀରେ ରଖାଯାଇଥିଲା । ଯାହାପରେ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଯେଉଁଠାରେ ଫିଲ୍ମ ରିଲିଜ ପରେ ଦର୍ଶକ ଶାନଦାର ପ୍ରତିକ୍ରିୟା ଦେଉଛନ୍ତି, ସେହିଠାରେ ମିନିଷ୍ଟର ଅଫ ଷ୍ଟେଟ ହୋମ ଅଫେୟର୍ସ ଜି କିଶନ ରେଡ୍ଡୀ ମଧ୍ୟ ଫିଲ୍ମର ଖୁବ୍ ପ୍ରଶଂସା କରିଛନ୍ତି । ସେ ସ୍ପେଶାଲ ସ୍କ୍ରିନିଂରେ ଫିଲ୍ମଟିକୁ ଦେଖିଥିଲେ ।

ସୋସିଆଲ ମିଡିଆରେ ସେ ଫିଲ୍ମକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ଏକ ପୋଷ୍ଟ ସେୟାର କରି ଟ୍ବିଟରେ ଲେଖିଛନ୍ତି, ‘ମିଶନ ମଙ୍ଗଲ ଫିଲ୍ମ ସ୍ପେଶାଲ ସ୍କ୍ରିନିଂ ଦେଖିବାରେ ମଜା ଆସିଲା । ଭାରତର ସଫଳତାକୁ ଦମଦାର କାହାଣୀ ରୂପେ ଫିଲ୍ମରେ ପର୍ଯ୍ୟବେଷିତ କରାଯାଇଛି ।’

ପ୍ରକାଶ ଥାଉକି ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ବିଦ୍ୟା ବାଲନ, ତାପସୀ ପନ୍ନୁ, ସୋନାକ୍ଷୀ ସିହ୍ନା, କ୍ରିତି କୁଲହାରୀ, ନିତ୍ୟା ମେନନ ଓ ସରମନ ଯୋଶି ନଜର ଆସିଛନ୍ତି ।

Intro:Body:

zdfb

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.