ETV Bharat / sitara

କ୍ୟାମେରା ସାମ୍ନାରେ ଡ୍ରେସ୍ ଚେଞ୍ଜ କଲେ ମୀରା, କମେଣ୍ଟ ମାରିଲେ ଶାହିଦ

author img

By

Published : Apr 22, 2021, 12:14 PM IST

ଭାଇରାଲ ହେଲା ମୀରାଙ୍କ ନୂଆ ଭିଡିଓ । ମଜାଦାର କମେଣ୍ଟ କରି ଚର୍ଚ୍ଚାରେ ଶାହିଦ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା ରାଜପୁତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା ରାଜପୁତ

ମୁମ୍ବାଇ: ଶାହିଦ କପୁରଙ୍କ ପରି ତାଙ୍କ ପତ୍ନୀ ମୀରା ରାଜପୁତ ମଧ୍ୟ ବେଶ୍ ଚର୍ଚ୍ଚିତ । ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ଆକାଶ ଛୁଆଁ । ସେ ଯାହା ବି ସେୟାର କରନ୍ତି ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସେ । ହେଲେ ଏଥର ତାଙ୍କ ନୂଆ ଭିଡିଓରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ସ୍ବାମୀ ଶାହିଦ । କାରଣ କ୍ୟାମେରା ସାମ୍ନାରେ ମୀରାଙ୍କ ଡ୍ରେସ ଚେଞ୍ଜକୁ ଦେଖି କମେଣ୍ଟ କରିଛନ୍ତି ସେ ।

କଥାଟି ହେଲା ଯେ ମୀରା ଇନଷ୍ଟାଗ୍ରାମରେ ଏକ ନୂଆ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ଗୋଟିଏ ସେକେଣ୍ଡରେ ନିଜ ଆଉଟଫିଟ୍‌ ଚେଞ୍ଜ କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓରେ ମୀରାଙ୍କ ଷ୍ଟାଇଲ ଦେଖି ଇମ୍ପ୍ରେସ ହୋଇଯାଇଛନ୍ତି ଫ୍ୟାନ୍ସ । ସେପଟେ ଶାହିଦ ମଧ୍ୟ ନିଜକୁ କମେଣ୍ଟ କରିବା ପାଇଁ ରୋକିପାରିନାହାଁନ୍ତି ।

ଆଉ କମେଣ୍ଟ କରି ଲେଖିଛନ୍ତି, ‘ମୀରା ମୋଇରା ହେ ।’ ବର୍ତ୍ତମାନ ତାଙ୍କ ଏହି ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି । ଖାଲି ଶାହିଦ ନୁହେଁ ଯେଉଁଥିରେ ଫ୍ୟାନ୍ସ ବି ମଜାଦାର କମେଣ୍ଟ କରୁଥିବାର ନଜର ଆସୁଛନ୍ତି । ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.