ମୁମ୍ବାଇ: ମଙ୍ଗଳବାର ଦିନ କିମ୍ବଦନ୍ତୀ ଗୀତିକାର ଗୁଲଜାରନିଜର 86 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷଦିନରେ ବହୁ ପ୍ରଶଂସକଙ୍କ ସହିତ ବହୁତ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।
ଏହି ଦିନକୁ ଆହୁରି ସ୍ୱତନ୍ତ୍ର କରିବା ପାଇଁ ଗୁଲଜାରଙ୍କ ଝିଅ ତଥା ଚଳଚ୍ଚିତ୍ର ନିର୍ମାତା ମେଘନା ଗୁଲଜାର ଏକ କ୍ଷୁଦ୍ର କବିତା ସହିତ ପିତାଙ୍କ ପ୍ରତି ଥିବା ପ୍ରେମକୁ ବ୍ୟକ୍ତ କରିଥିଲେ ।
- " class="align-text-top noRightClick twitterSection" data="
">
ମେଘନା ଇନଷ୍ଟାଗ୍ରାମରେ ପିତାଙ୍କ ସହିତ ଏକ ମୋନୋକ୍ରୋମ୍ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ପିତାଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି ।
ଏହି ଫଟୋ ବାପା- ଝିଅଙ୍କ ବନ୍ଧନ ଏବଂ ଭଲପାଇବାକୁ ଦର୍ଶାଏ ।
ଫଟୋର କ୍ୟାପସନରେ ମେଘନା ଏକ କବିତା ଲେଖିଛନ୍ତି, ମୁଝେ ପତା ହେ କି ମେ ସୁରକ୍ଷିତ ହୁଁ, କିୟ୍ୟୁକି ଉସକି ବାହୋ ମୁଝେ କାଟତୀ ହେଁ । ଝେ ପତା ହେ କି କି ମେ ସେହି ରସ୍ତେ ପର ଚଲତା ହୁଁ, କିୟ୍ୟୁକି ଉସକି ଛୋଟି ଉଙ୍ଗୁଲୀ ମୁଝେ ଲେ ଜାତି ହେଁ । ଓ୍ବ ସ୍ଲେଉସେଲାଇଡ ମେ ଡବ କରତା ହେଁ, ଇସଲିୟେ ମୁଝେ ପତା ହେ କି ମେ ଦେଖ ସକତା ହୁଁ । ମୁଝେ ପତା ହେ କି ମେ ଲିଖ ସକତା ହୁଁ, କିୟ୍ୟୁକି ଉସକି ସ୍ୟାହି ମୁଝମେ ବେହତି ହେଁ । ମୁଝେ ପତା ହେ କି ମେ କର ସକତା ହୁଁ, କିୟ୍ୟୁକି ଓ୍ବ ବିଶ୍ବାସ କରତା ହେଁ । ମୁଝେ ପତା ହେ କି ମେ ହୁଁ, କିୟ୍ୟୁକି ଓ୍ବ ହେଁ ।