ETV Bharat / sitara

ଆଗାମୀ 50 ଦିନ ପାଇଁ ମନୋଜ ବାଜପେୟୀ ଅଣ୍ଡରଗ୍ରାଉଣ୍ଡ - manoj-bajpayee-goes-underground

ମନୋଜ ବାଜପେୟୀ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଯାହାକୁ ନେଇ ସେ ସମସ୍ତଙ୍କ ସହ ଯୋଗାଯୋଗ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

manoj-bajpayee-goes-underground-for-50-days-to-prepare-his-upcoming-role
ଆଗାମୀ 50 ଦିନ ପାଇଁ ଅଣ୍ଡରଗ୍ରାଉଣ୍ଡରେ ରହିବେ ମନୋଜ ବାଜପେୟୀ
author img

By

Published : Feb 10, 2021, 6:56 PM IST

ନୂଆଦିଲ୍ଲୀ: ଅଭିନେତା ମନୋଜ ବାଜପେୟୀ ଚଳଚ୍ଚିତ୍ରରେ ତାଙ୍କ ଚରିତ୍ରକୁ ନେଇ ସର୍ବଦା ବେଶ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଏବଂ ଏହି ଚରିତ୍ରରେ ଅଭିନୟ କରିବା ପାଇଁ ସେ ସମସ୍ତଙ୍କ ସହ ଯୋଗାଯୋଗ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଚଳଚ୍ଚିତ୍ରର ସୁଟିଂ ଶେଷ ନହେବା ପର୍ଯ୍ୟନ୍ତ ମନୋଜ କାହା ସହିତ ଯୋଗାଯୋଗ କରିବେ ନାହିଁ ।

ଖବର ଅନୁଯାୟୀ, ମନୋଜ ଫିଲ୍ମର କାଷ୍ଟ ଏବଂ ନିର୍ଦ୍ଦେଶକଙ୍କ ସହ 15 ଦିନିଆ ଓ୍ବାର୍କସପରେ ଯୋଗ ଦେଇଥିବା ସୂତ୍ରରୁ ପ୍ରକାଶ । ଏହି ଚଳଚ୍ଚିତ୍ରରେ ମନୋଜଙ୍କ ଚରିତ୍ର ଅତ୍ୟନ୍ତ କଷ୍ଟସାଧ୍ୟ ଏବଂ ମନୋଜ ଏହି ଭୂମିକାରେ ଆସିବା ପାଇଁ ଆଗାମୀ 50 ଦିନ ପାଇଁ ଅଣ୍ଡରଗ୍ରାଉଣ୍ଡରେ ରହିବେ ଏବଂ କାହା ସହିତ କୌଣସି ସମ୍ପର୍କ ରଖିବେ ନାହିଁ ।

ପ୍ରକାଶ ଥାଉ ଯେ, ମନୋଜଙ୍କର ସୁପରହିଟ୍ ୱେବ୍ ସିରିଜ୍ 'ଦ ଫ୍ୟାମିଲି ମ୍ୟାନ୍-2' ଖୁବ୍ ଶୀଘ୍ର ରିଲିଜ୍ ହୋଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.