ETV Bharat / sitara

ସୁଶାନ୍ତଙ୍କ ପାଇଁ ଇମୋସନାଲ ନୋଟ ଲେଖିଲେ ମହେଶ ଶେଟ୍ଟୀ - Mahesh Shetty shares an emotional

ଆଜି ମହେଶ ସୁଶାନ୍ତଙ୍କ ସହ ଏକ ଫଟୋ ପୋଷ୍ଟ କରି ଏକ ଭାବପ୍ରବଣ ନୋଟ ଲେଖି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ମହେଶ ଲେଖିଛନ୍ତି, ଏହା ଏକ ଅଦ୍ଭୁତ ଅନୁଭବ, ମୋର ବହୁତ କିଛି କହିବାକୁ ଅଛି ତଥାପି ମୁଁ ନିରବ ଅଟେ । ଅଧିକ ପଢନ୍ତୁ...

Mahesh Shetty shares an emotional for Sushant Singh Rajput
ସୁଶାନ୍ତଙ୍କ ପାଇଁ ଏକ ଇମୋସନାଲ ନୋଟ ଲେଖିଲେ ମହେଶ ଶେଟ୍ଟୀ
author img

By

Published : Jun 18, 2020, 10:43 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଜୁନ୍ 14 ରେ ବାନ୍ଦ୍ରାସ୍ଥିତ ଘରେ ତାଙ୍କ ଦେହାନ୍ତ ହୋଇଛି । ତାଙ୍କ ଆତ୍ମହତ୍ୟା ଖବରରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି । ଗତ କିଛି ମାସ ହେବ ସୁଶାନ୍ତ ଡିପ୍ରେସନ ଥିଲେ ।

ସୁଶାନ୍ତ ଆତ୍ମହତ୍ୟା କରିବା ପୂର୍ବରୁ ଅଭିନେତା ତଥା ତାଙ୍କ ବନ୍ଧୁ ମହେଶ ଶେଟ୍ଟୀଙ୍କୁ କଲ କରିଥିଲେ, କିନ୍ତୁ ମହେଶ କଲ ଉଠାଇ ନଥିଲେ ।

ମହେଶ କହିଥିଲେ ଯେ, ଯଦି ବର୍ତ୍ତମାନ ସେ ଥାଆନ୍ତେ ତେବେ ପରିସ୍ଥିତି ଅଲଗା ହୋଇଥାନ୍ତା । ଆଜି ମହେଶ ସୁଶାନ୍ତଙ୍କ ସହ ଏକ ଫଟୋ ପୋଷ୍ଟ କରି ଏକ ଭାବପ୍ରବଣ ନୋଟ ଲେଖି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ମହେଶ ଲେଖିଛନ୍ତି, ଏହା ଏକ ଅଦ୍ଭୁତ ଅନୁଭବ, ମୋର ବହୁତ କିଛି କହିବାକୁ ଅଛି ତଥାପି ମୁଁ ନିରବ ଅଟେ ।

ଆହୁରି ଲେଖିଛନ୍ତି, 'ମେ କେସେ କାମନା କରତା ହୁଁ କି, ଆପନେ ଅପନେ ଦିଲ କୋ ପୁରି ତରହ ସେ ଖୋଲ ଦିଆ ହୋଗା । ଆପକୋ ପତା ଥା କି ଶେଟ୍ଟୀ ହେ, ଅର ତେରେ ସାଥ ହମେଶା ରହେଗା । ଫିର କ୍ୟୁ??? ??? ବାତ କର ଲେତା ୟାର । ମେ ବାସ୍ତବ ମେ କେସେ ଚାହୁଙ୍ଗା କି କଲ ଆୟେ । କାମିନୀ କେ ମାଧ୍ୟମ ସେ ଆୟୋ, ଜୀବନ କଭି ଭି ଏକ ଜେସା ନେହି ହୋ ସକ୍ତା । ମୁଝେ ପତା ହେ କି ଆପ ଷ୍ଟାର ସେ କିତନା ପ୍ୟାର କରତେ ଥେ । ଧରତ୍ରୀ ମା କି କସମ, ମେ ଆପକୋ ହର ରାତ ଭାଇ କି ତଲାସ କରୁଙ୍ଗା' !!

ମହେଶଙ୍କ ଏହି ପୋଷ୍ଟରେ ଅଭିନେତ୍ରୀ କ୍ରିତି ସାନନ୍ ହାର୍ଟ ଇମୋଜି ଦେଇଥିଲେ ।

ପ୍ରକାଶ ଥାଉ କି, ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ବହୁ ବଲିଉଡ ସେଲିବ୍ରିଟିମାନେ ଏବଂ ତାଙ୍କର ଘନିଷ୍ଠ ବନ୍ଧୁ, ସହକର୍ମୀମାନେ ମଧ୍ୟ ଯୋଗ ଦେଇଥିଲେ । ଅନେକ ସେଲିବ୍ରିଟିମାନେ ତାଙ୍କୁ ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.