ETV Bharat / sitara

ଦୀପିକାଙ୍କୁ ସମ୍ମାନିତ କରିବେ ମଧ୍ୟପ୍ରଦେଶ ସରକାର

author img

By

Published : Jan 11, 2020, 1:32 PM IST

ପ୍ରଥମେ ଦୀପିକାଙ୍କ ଫିଲ୍ମ ‘ଛପାକ’ କୁ ମଧ୍ୟପ୍ରଦେଶ ଓ ଛତିଶଗଡରେ ଟ୍ୟାକ୍ର ଫ୍ରି କରାଯାଇଥିଲା । ଆଉ ଆସନ୍ତା ମାର୍ଚ୍ଚରେ ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଯାଉଥିବା ଆଇଫା ଆୱାର୍ଡରେ ଦୀପିକାକୁ ସମ୍ମାନିତ କରାଯିବ ବୋଲି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର।

deepika padukon
ଡିଜାଇନ ଫଟୋ

ମଧ୍ୟପ୍ରଦେଶ: ଦୀପିକା ପାଦୁକୋନଙ୍କ ଚର୍ଚ୍ଚିତ ଫିଲ୍ମ ‘ଛପାକ’କୁ ନେଇ ଦେଶର ଜନତା ଦୁଇଭାଗରେ ବାଣ୍ଟି ହୋଇଯାଇଛନ୍ତି । କିଛି ତାଙ୍କର ଫିଲ୍ମକୁ ବିରୋଧ କରି ସୋସିଆଲ ମିଡିଆରେ ‘ବଏକଟ ଛପାକ’ ଟ୍ରେଣ୍ଡ କରାଇଥିବା ବେଳେ ଆଉ କିଛି ଫିଲ୍ମ ଟିକେଟ ସୋସିଆଲ ମିଡିଆରେ ସେୟାର କରି ତାଙ୍କର ସମର୍ଥନ କରୁଥିବା ନଜର ଆସୁଛନ୍ତି। ସେହିପରି କଂଗ୍ରେସ ଶାସିତ କିଛି ରାଜ୍ୟରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି ମଧ୍ୟ କରାଯାଇଛି। ଯେଉଁଥିରେ ମଧ୍ୟପ୍ରଦେଶ ସାମିଲ ଅଛି।

ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଦୀପିକାଙ୍କୁ ମଧ୍ୟପ୍ରଦେଶ ସରକାର ସମ୍ମାନିତ ମଧ୍ୟ କରିବେ। ମଧ୍ୟ ପ୍ରଦେଶ ସରକାରଙ୍କ ଜନସମ୍ପର୍କ ମନ୍ତ୍ରୀ ପିସି ଶର୍ମା ଏନେଇ କହିଛନ୍ତି ଯେ, ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏଥର ଆଇଫା ଆୱାର୍ଡରେ ଦୀପିକାଙ୍କୁ ସମ୍ମାନିତ କରାଯିବ।

ପ୍ରାୟ 3 ଦିନ ଧରି ଆୟୋଜିତ ହେବାକୁ ଯାଉଥିବା ଆଇଫା ଆୱାର୍ଡ ଆସନ୍ତା ମାର୍ଚ୍ଚ 19ରୁ ଆରମ୍ଭ ହୋଇ 21 ତାରିଖ ପର୍ଯ୍ୟନ୍ଚ ଚାଲିବ। ସେହିପରି ମାର୍ଚ୍ଚ 19ରେ ଭୋପାଳରେ ଏହି ଶୋ’ ହେବାକୁ ଯାଉଥିବା ବେଳେ 20 ଏବଂ 21 ତାରିଖରେ ଇନ୍ଦୋରରେ ଆୟୋଜିତ ହେବ। ଏହି ଆୱାର୍ଡ ଶୋରେ ଦୀପିକାଙ୍କୁ ମଧ୍ୟ ପ୍ରଦେଶ ସରକାର ସମ୍ମାନିତ କରିବେ।

ଜେଏନୟୁରେ ଗତ ରବିବାର ହୋଇଥିବା ଆକ୍ରମଣ ପରଠୁ ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନ ଚାଲିଛି। ଏହି ପ୍ରଦର୍ଶନରେ ଦୀପିକା ଗତ ମଙ୍ଗଳବାର ସାମିଲ ହୋଇଥିଲେ । ଏହାକୁ ଆଧାର କରି କିଛି ଲୋକ ତାଙ୍କର ବିରୋଧ କରି ଛପାକ ଫିଲ୍ମର ବଏକଟ କରିବାକୁ ସୋସିଆଲ ମିଡିଆରେ କହିଥିଲେ । ଯାହାପରେ କଂଗ୍ରେସ ସରକାର ଫିଲ୍ମର ଟ୍ୟାକ୍ସ ଫ୍ରି କରିଥିଲେ।

Intro:दीपिका पादुकोण की फ़िल्म छपाक को लेकर देश की जनता दो भागों मे बट गई है...कांग्रेस शासित कुछ राज्यों मे तो फिल्म को टैक्स फ्री कर दिया गया... जिसमें मध्यप्रदेश भी शामिल है अब खबर है कि फ़िल्म की अभिनेत्री दीपिका पादुकोण को मध्यप्रदेश सरकार सम्मानित भी करेगी....जनसंपर्क मंत्री पीसी शर्मा ने इस बात की जानकारी देते हुए कहा कि मध्यप्रदेश मे इस बार आईफा आवर्ड होने जा रहा है...इस दौरान अभिनेत्री दीपिका पादुकोण को सम्मनित किया जाएगा....Body:तीन दिवसीय होने वाला आइफा अवार्ड 19 मार्च से शुरू होगा जो 21 मार्च तक चलेगा 19 मार्च को भोपाल मे होगा और 20 और 21 इंदौर मे आयोजन होगा...इस दौरान दीपिका पादुकोण का सरकार सम्मान करेगी....Conclusion:बता दे जेएनयू मे रविवार को हुए विवाद के बाद से प्रदर्शन चल रहा है औऱ इसी प्रदर्शन मे दीपिका पादुकोण शामिल होने पहुंची थी.... जिसके बाद से ही एक पक्ष उनका विरोध करने लगा था और फिल्म को बॉयकॉट करने की बात कह रहा था जिसके बाद कांग्रेस सरकारों ने फिल्म को टैक्स फ्री कर दिया...इस ऐलान के बाद कांग्रेसी और बीजेपी आमने-सामने हो गई है....

बाइट, पीसी शर्मा, जनसंपर्क मंत्री, मध्यप्रदेश सरकार
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.