ETV Bharat / sitara

Maar Khayegaa Song Out: ବଚ୍ଚନ ପାଣ୍ଡେର ପ୍ରଥମ ଗୀତ ମାର୍ ଖାଏଗା ରିଲିଜ

author img

By

Published : Feb 24, 2022, 3:08 PM IST

ଅକ୍ଷୟ କୁମାର, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର ବଚ୍ଚନ ପାଣ୍ଡେର ପ୍ରଥମ ଗୀତ ମାର୍ ଖାଏଗା ରିଲିଜ ହୋଇଛି। ଏହା ଏକ Evil Song । ଅଧିକ ପଢନ୍ତୁ

ବଚ୍ଚନ ପାଣ୍ଡେର ପ୍ରଥମ ଗୀତ ମାର୍ ଖାଏଗା ରିଲିଜ

ହାଇଦ୍ରାବାଦ: ଅକ୍ଷୟ କୁମାର, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ଅର୍ଶଦ ୱାର୍ସି ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର 'ବଚ୍ଚନ ପାଣ୍ଡେ'ର ଟ୍ରେଲର 18 ଫେବୃଆରୀରେ ମୁକ୍ତିଲାଭ କରିଥିଲା। ଟ୍ରେଲରରେ ଅକ୍ଷୟଙ୍କ ଲୁକ୍ ଏବଂ ତାଙ୍କର ଚରିତ୍ର ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । 'ବଚ୍ଚନ ପାଣ୍ଡେ'ର ଟ୍ରେଲର ହିଟ୍ ହୋଇଯାଇଛି ଏବଂ 'ଖିଲାଡି'ଙ୍କ ପ୍ରଶଂସକମାନେ ତାଙ୍କ ନୂଆ ଷ୍ଟାଇଲ ଏବଂ ଅନ୍ଦାଜକୁ ବହୁତ ପସନ୍ଦ କରୁଛନ୍ତି। ଏବେ ଫିଲ୍ମର ପ୍ରଥମ ଗୀତ 'ମାର୍ ଖାଏଗା' ରିଲିଜ୍ ହୋଇଛି ।

  • " class="align-text-top noRightClick twitterSection" data="">

ଏହା ଏକ Evil Song । ବୁଧବାର ଗୀତ ରିଲିଜ ହେବା ବିଷୟରେ ଅକ୍ଷୟ କୁମାର ପୂର୍ବରୁ ସୂଚନା ଦେଇଥିଲେ। ଏହି ଗୀତଟି ଗାୟକ Farhad Bhiwandiwala ଏବଂ Vikram Montrose ଗାଇଛନ୍ତି ଏବଂ Vikram Montrose ମ୍ୟୁଜିକ ଦେଇଛନ୍ତି । ଅକ୍ଷୟ କୁମାର ମାର ଖାଏଗା ଗୀତରେ ଭୟଭୀତ ଅବତାରରେ ନଜର ଆସିଛନ୍ତି। 'ବଚ୍ଚନ ପାଣ୍ଡେ' ହେଉଛି ଏକ ଆକ୍ସନ୍ କମେଡି ଫିଲ୍ମ, ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରଟି ହୋଲି (ମାର୍ଚ୍ଚ 18) ରେ ମୁକ୍ତିଲାଭ କରୁଛି । ଏହି ଚଳଚ୍ଚିତ୍ରଟି ସାଜିଦ୍ ନାଦିଆଡୱାଲାଙ୍କ ଦ୍ବାରା ନିର୍ମିତ। ବାକି କାଷ୍ଟରେ ପଙ୍କଜ ତ୍ରିପାଠୀ, ସଞ୍ଜୟ ମିଶ୍ରା, ପ୍ରତୀକ ବାବର ଏବଂ ଅଭିମନ୍ୟୁ ସିଂଙ୍କ ନାମ ରହିଛି।

ଏହା ବି ପଢନ୍ତୁ: Bachchan Pandey Trailer Out: ଖତରନାକ ଲୁକ୍‌ରେ ଖିଲାଡି କୁମାର

ସୂଚନାଯୋଗ୍ୟ ଯେ, ଗତ 18 ତାରିଖରେ ଫିଲ୍ମ ବଚ୍ଚନ ପାଣ୍ଡେଙ୍କ ଟ୍ରେଲର (Bachchan Pandey Trailer) ରିଲିଜ ହୋଇଥିଲା । ପ୍ରଥମ ଥର ପାଇଁ ଅକ୍ଷୟଙ୍କୁ ଏପରି ଭୟାନକ ଅବତାରରେ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅର୍ଶଦ ୱାର୍ସି ଏବଂ କ୍ରିତି ସାନନ୍ ମଧ୍ୟ ଅଭିନୟ କରିଛନ୍ତି।ଫିଲ୍ମର ନିର୍ମାତା ସାଜିଦ ନାଦିଆଦୱାଲାଙ୍କ ଜନ୍ମଦିନ ଅବସରରେେ ଟ୍ରେଲର ରିଲିଜ୍ କରାଯାଇଥିଲା । ବଚ୍ଚନ ପାଣ୍ଡେଙ୍କ ଟ୍ରେଲରକୁ ତାଙ୍କ ସୋସିଆଲ ମିଡିଆରେ ସେୟାର କରି ଅକ୍ଷୟ କୁମାର ଲେଖିଥିଲେ, ଧୁମ ଧଡାକା ରଙ୍ଗ ପଟାଖା, ଆଓ ବନା ଲୋ ଟୋଲି… ଏଥର ଆମେ #BachchhanPaandey ଆଣିଛୁ। ହୋଲିପେ ଗୋଲି!

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.