ETV Bharat / sitara

ଜାହ୍ନବୀଙ୍କ ସନକିସଡ ଫଟୋ, ଫ୍ୟାନ୍ସଙ୍କ ବାଃବାଃ - ‘ଧଡକ’ ଫେମ ଜାହ୍ନବୀ କପୁରଙ୍କ ନୂଆ ଫଟୋ

ସୋସିଆଲ ମିଡିଆରେ ଭାଇରାଲ ହେଲା ‘ଧଡକ’ ଫେମ ଜାହ୍ନବୀ କପୁରଙ୍କ ନୂଆ ଫଟୋ। ପୂର୍ବରୁ ଭାଇରାଲ ହୋଇସାରିଛି ତାଙ୍କର ନୂଆ ବୋଲ୍ଡ ଆଣ୍ଡ ସେକ୍ସୀ ଫଟୋ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର
author img

By

Published : Apr 24, 2020, 7:28 PM IST

ମୁମ୍ବାଇ: ଜାହ୍ନବୀ କପୁର ବଲିଉଡର ଫେମସ ଷ୍ଟାରକିଡଙ୍କ ମଧ୍ୟରୁ ଅନ୍ୟତମ। ସେ ‘ଧଡକ’ ଫିଲ୍ମର ଶାନଦାର ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ। ଆଉ ଏବର୍ଷ ତାଙ୍କ ଅନେକ ଫିଲ୍ମ ଦେଖିବାକୁ ଯାଉଛନ୍ତି ଦର୍ଶକ। ଲକଡାଉନ ପାଇଁ ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ହୋଇଯାଇଛନ୍ତି । ଆଉ ଫ୍ୟାନ୍ସଙ୍କ ପାଇଁ ନିଜର ଅନେକ ଭିଡିଓ, ଫଟୋ ସେୟାର କରିବାରେ ଲାଗିଛନ୍ତି ।

ଇତିମଧ୍ୟରେ ତାଙ୍କ ନୂଆ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା । ସେ ନିଜର ସନକିସଡ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କ ସୁନ୍ଦର ଅବତାର ଦେଖି ଦିୱାନା ଫ୍ୟାନ୍ସ । ଆପଣ ମଧ୍ୟ ଦେଖନ୍ତୁ ଫଟୋ...

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର

ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ଜାହ୍ନବୀ ହାର୍ପର୍ସ ବାଜାର ମାଗାଜିନ ପାଇଁ ଶାନଦାର ଫଟୋ ସୁଟ କରିଥିଲେ । ଏହି ଫଟୋସୁଟ ତାଙ୍କ ସାନ ଭଉଣୀ ଖୁସି କପୁର କରିଥିଲେ । ଯଦି ତାଙ୍କ ଫିଲ୍ମ ବିଷୟରେ କଥା ହେବା ତେବେ ସେ ଖୁବଶୀଘ୍ର କରନ ଜୋହରଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ତଖ୍ତ’ରେ ନଜର ଆସିବେ। ଏହି ଐତିହାସିକ ପିରିୟଡ ଡ୍ରାମା ଫିଲ୍ମରେ ତାଙ୍କ ସହ ଦେଖାଯିବେ ରଣବୀର ସିଂ, କରୀନା କପୁର ଖାନ, ବିକ୍କୀ କୌଶଲ, ଭୂମି ପେଡନେକର, ଅନିଲ କପୁର, ଆଲିୟା ଭଟ୍ଟ ଭଳି କଳାକାର।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.