ETV Bharat / sitara

ସୁଶାନ୍ତ ମୃତ୍ୟୁ ମାମଲା, ବିବାହ ପାଇଁ ପିଠାନୀଙ୍କୁ ମିଳିଲା ଜାମିନ - ଦିବଂଗତ ସୁଶାନ୍ତ ସିଂ ରାଜପୁତଙ୍କ ନ୍ୟୁଜ

ଜାମିନ ଆବେଦନ କରିଥିବା ସିଦ୍ଧାର୍ଥ ପିଠାନୀଙ୍କୁ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ । ବିବାହ ପାଇଁ ଜାମିନ ଆବେଦନ କରିଥିଲେ ସେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 18, 2021, 11:09 AM IST

ମୁମ୍ବାଇ: ନିକଟରେ ଦିବଂଗତ ସୁଶାନ୍ତ ସିଂ ରାଜପୁତଙ୍କ ଫ୍ଲାଟମେଣ୍ଟ ସିଦ୍ଧାର୍ଥ ପିଠାନୀ ବଲିଉଡ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲା । ନ୍ୟାୟିକ ହେପାଜତରେ ଥିବା ବେଳେ ସେ ନିଜ ବିବାହ ପାଇଁ ଜାମିନ ଆବେଦନ କରିଥିଲେ । ଏବେ ମାମଲାରେ ଗୁରୁବାର ଏନଡିପିଏସ କୋର୍ଟ ଏହି ବିବାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି।

ଆସନ୍ତା ଜୁଲାଇ 2 ପର୍ଯ୍ୟନ୍ତ ସିଦ୍ଧାର୍ଥଙ୍କୁ ମିଳିଛି ଜାମିନ । ମାତ୍ର 10 ଦିନରେ ପରେ ପୋଲିସ ପାଖରେ ସେ ପୁଣି ଆତ୍ମସମର୍ପଣ କରିବେ । ନ୍ୟାୟିକ ହେପାଜତ ଏନସିବି ଅଧୀନରେ ଜେଲରେ ଥିବା ପିଠାନୀଙ୍କୁ ମେ 28ରେ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା। ଗତ ବର୍ଷ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଥିବା ଡ୍ରଗ୍ ଲିଙ୍କ ତାଙ୍କ ନାଁ ସାମ୍ନାକୁ ଆସିବା ପରେ ଗିରଫ କରିଥିଲା ଏନସିବି ।

ସେହିପରି ଏନଡିପିଏସ ଅଧିନିୟମର ଧାରା 27 ଏ (ଅପରାଧୀଙ୍କୁ ବେଆଇନ କାରବାର ଏବଂ ଆଶ୍ରୟ ଦେବା ପାଇଁ ଅର୍ଥ ପ୍ରଦାନ) ଅନୁଯାୟୀ ପିଠାନୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.