ETV Bharat / sitara

ସୁଶାନ୍ତଙ୍କ କେସରେ ଡ୍ରଗ କନେକ୍ସନ, ମୁମ୍ବାଇ ଗଲା ଏନସିବି ଟିମ

author img

By

Published : Aug 27, 2020, 2:42 PM IST

ଆକ୍ସନ ମୁଡରେ ଏନସିବି । ସିବିଆଇ ବ୍ୟତୀତ ସୁଶାନ୍ତଙ୍କ କେସରେ ଆଗାମୀ ଯାଞ୍ଚ କରିବ ଏନସିବି । ଆଜି(ଗୁରୁବାର) ସନ୍ଧ୍ୟାରେ ମୁମ୍ବାଇରେ ପହଞ୍ଚିବ 5 ଜଣିଆ ଟିମ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସନ୍ଦେହ ଘେରରେ ଥିବା ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ନେଇ ଏବେ ଡ୍ରଗ୍ସ ଡିଲିଂ କଥା ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ସେ ସୁଶାନ୍ତଙ୍କୁ ନିୟମିତ ଡ୍ରଗ୍ସ ଦେଉଥିଲେ । ଯାହାଦ୍ବାରା ସୁଶାନ୍ତଙ୍କ ମାନସିକ ଚିନ୍ତା ବଢିଯାଇଥିଲା । ଏହି ସୂଚନା ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଯାଞ୍ଚ ପାଇଁ ପ୍ରସ୍ତୁତ ହେଉଛି । ଏନସିବିର ଗୋଟିଏ ଟିମ ଆକ୍ସନ ମୁଡରେ ନଜର ଆସୁଛି । ଏହି ଯାଞ୍ଚ ପାଇଁ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା କରିଛି 5 ଜଣିଆ ଟିମ ।

ସାମ୍ନାକୁ ଆସୁଥିବା ସୂଚନା ଅନୁଯାୟୀ ଟିମ ଗୁରୁବାର ସନ୍ଧ୍ୟାରେ ମୁମ୍ବାଇରେ ପହଞ୍ଚିବ । ଯାହାପରେ ରିଆଙ୍କ ସହ ସାକ୍ଷାତ କରି ଡ୍ରଗ୍ସ ଡିଲିଂ ମାମଲା ଉପରେ ଯାଞ୍ଚ ଆରମ୍ଭ କରିବ ।

ପ୍ରକାଶ ଥାଉକି ଏହି ଯାଞ୍ଚ ଡେପୁଟି ଡାଇରେକ୍ଟର କେପିଏସ ମଲହୋତ୍ରାଙ୍କ ନେତୃତ୍ବରେ ଏନସିବିର ଟିମ କରିବ । ସେହିପରି ଗୁରୁବାର ସକାଳେ ଶୁଣିବାକୁ ମିଳୁଥିଲା ଯେ ଶୁକ୍ରବାର ମୁମ୍ବାଇରେ ପହଞ୍ଚିବ ଏନସିବି ଟିମ । ହେଲେ ନୂଆ ଅପଡେଟରେ ଜଣାପିଡି ଗୁରୁବାର ସନ୍ଧ୍ୟାରେ ମୁମ୍ବାଇରେ ପହଞ୍ଚିବ ଆଗାମୀ ଯାଞ୍ଚ କରିବ ଟିମ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.