ETV Bharat / sitara

ସୁଶାନ୍ତ ମୃତ୍ୟୁ ମାମଲା: ମିଡିଆ ରିପୋର୍ଟ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ 34 ଫିଲ୍ମ ନିର୍ମାତା

author img

By

Published : Oct 12, 2020, 7:19 PM IST

ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଏକତରଫା ଏବଂ ମନଗଢା ଖବର କିଛି ନ୍ୟୁଜ ଚ୍ୟାନେଲ ପ୍ରସାରଣ କରୁଛନ୍ତି । ଏପରି ସଙ୍ଗୀନ ଅଭିଯୋଗ ଆଣି କିଛି ନ୍ୟୁଜ୍ ଚ୍ୟାନେଲକୁ ଏଭଳି ଖବର ପ୍ରସାରଣରୁ ନିବୃତ୍ତ ରହିବା ପାଇଁ ହୋଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି 4ଟି ବଲିଉଡ ଆସୋସିଏସନ ଓ 34 ଫେମସ ନିର୍ମାତା ।

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର

ମୁମ୍ବାଇ: ବଲିଉଡ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର । ବଲିଉଡକୁ ବଦନାମ କରିବାକୁ ହେଉଛି ଅପଚେଷ୍ଟା । ହିନ୍ଦୀ ସିନେମା ଜଗତର ସବୁଠୁ ବଡ ପ୍ଲାଟଫର୍ମକୁ ନେଇ ମର୍ଯ୍ୟାଦାହୀନ ଏବଂ ଦାୟିତ୍ବହୀନ ଖବର ପରିବେଷଣ ହେଉଛି । ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଏକତରଫା ଏବଂ ମନଗଢା ଖବର କିଛି ନ୍ୟୁଜ ଚ୍ୟାନେଲ ପ୍ରସାରଣ କରୁଛନ୍ତି । ଏପରି ସଙ୍ଗୀନ ଅଭିଯୋଗ ଆଣି କିଛି ନ୍ୟୁଜ୍ ଚ୍ୟାନେଲକୁ ଏଭଳି ଖବର ପ୍ରଚାର ପ୍ରସାରଣରୁ ବିରତ ରହିବା ପାଇଁ ହୋଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି 4ଟି ବଲିଉଡ ଆସୋସିଏସନ ଓ 34 ଫେମସ ନିର୍ମାତା । ଦିଲ୍ଲୀ ହାଇକୋର୍ଟରେ ସୋମବାର ଏନେଇ ଏକ ଯାଚିକା ଦାଏର ହୋଇଛି ।

ପ୍ରକାଶ ଥାଉକି ଅଭିଯୋଗକାରୀଙ୍କ ମଧ୍ୟରେ ଚାରୋଟି ଆସୋସିଏସନ ସମେତ 34 ନିର୍ମାତାଙ୍କ ମଧ୍ୟରେ କରନ ଜୋହରଙ୍କ ୟଶ ରାଜ, ଆମୀର ଖାନ, ଶାହରୁଖ ଖାନ ଏବଂ ସଲମାନ ଖାନଙ୍କ ପ୍ରଡକ୍ସନ ହାଉସ ସାମିଲ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.