ETV Bharat / sitara

ରିଆଙ୍କୁ ମିଳିବ ନାହିଁ ଅତିରିକ୍ତ ସୁରକ୍ଷା, ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ - ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା

ଏବେ ସୁଶାନ୍ତଙ୍କ କେସ ସିବିଆଇକୁ ହସ୍ତାନ୍ତର କରାଯାଇଛି । ସେପଟେ ସୁପ୍ରିମକୋର୍ଟ ରିଆଙ୍କ ଯାଚିକାଙ୍କୁ ଖଣ୍ଡନ କରିଛନ୍ତି ।

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ
author img

By

Published : Aug 5, 2020, 7:26 PM IST

ମୁମ୍ବାଇ: ସୁପ୍ରିମକୋର୍ଟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବୁଧବାର ତାଙ୍କ କଥିତ ଗାର୍ଲଫ୍ରେଣ୍ଡ, ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଯାଚିକା ଉପରେ ଶୁଣାଣି କରିଛନ୍ତି । ଶୁଣାଣିରେ ରିଆଙ୍କୁ କୌଣସି ପ୍ରକାର ଅତିରିକ୍ତ ସୁରକ୍ଷା ଦେବାକୁ ଖଣ୍ଡନ କରାଯାଇଛି । ଯାଚିକାରେ ରିଆଙ୍କ ଓକିଲ ଜଜ ଋଷିକେଶ ରାୟଙ୍କ ଆଗରେ କହିଥିଲେ ଯେ ବିହାର ପୋଲିସ ଦେଇଥିବା ମାମଲାରେ ପଚରାଉଚରା ପାଇଁ ତାଙ୍କ ମହକିଲଙ୍କୁ ଅତିରିକ୍ତ ସୁରକ୍ଷାର ଆବଶ୍ୟକ ଅଛି । ସେପଟେ ବମ୍ବେ ହାଇକୋର୍ଟ ମଧ୍ୟ କୌଣସି ଆଶ୍ବସ୍ତି ଦେଇନାହାଁନ୍ତି ।

ଏହି ଯାଚିକା ପୂର୍ବରୁ ରିଆ ଅନ୍ୟ ଯାଚିକାରେ କହିଥିଲେ ଯେ ବିହାରରେ ରୁଜୁ ହୋଇଥିବା ଏଫଆଇଆର ଓ ତଦନ୍ତକୁ ମୁମ୍ବାଇ ଟ୍ରାନ୍ସଫର କରିଯାଉ ।

ପ୍ରକାଶ ଥାଉକି ବୁଧବାର ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚ ପାଇଁ ବିହାର ସରକାରଙ୍କ ଅନୁରୋଧକୁ କେନ୍ଦ୍ର ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ପରେ ସୁଶାନ୍ତଙ୍କ ଆଗାମୀ ତଦନ୍ତ ସିବିଆଇ ସମ୍ଭାଳିବ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.