ETV Bharat / sitara

ସତ କହିଛନ୍ତି କି ରିଆ ? ସୁଶାନ୍ତ ନିଜେ ମାନିଥିଲେ କ୍ଲାଷ୍ଟ୍ରୋଫୋବିଆ କଥା - ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ନ୍ୟୁଜ

ସୁଶାନ୍ତଙ୍କ ମାମଲା ଏବେ ସନ୍ଦେହ ଘେରରେ । କିଏ ସତ କହୁଛି କିଏ ମିଛ କହୁଛି କିଛି ଜଣାପଡୁନାହିଁ । ଅଧିକା ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Aug 30, 2020, 7:03 AM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ତଥା ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଜଣାଇଥିଲେ ଯେ ସେ ଡିପ୍ରେସନର ଶିକାର ଥିଲେ । ଆଉ ଦୁଇ ଦିନ ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରରେ ରିଆ ଏହା ମଧ୍ୟ କହିଥିଲେ ଯେ ସୁଶାନ୍ତଙ୍କୁ କ୍ଲାଷ୍ଟ୍ରୋଫୋବିଆ ଥିଲା । ସେ ଫ୍ଲାଇଟରେ ବସିବାକୁ ଡରୁଥିଲେ । ଆଉ ଡର ଭୁଲିବା ପାଇଁ ସେ ଏକ ଡ୍ରଗ ନେଇଥିଲେ । ସେହି ମେଡିସିନ ସେ ସବୁବେଳେ ନିଜ ପାଖରେ ମଧ୍ୟ ରଖୁଥିଲେ । ରିଆଙ୍କ ଏପରି ବୟାନକୁ ଖଣ୍ଡନ କରି ସୁଶାନ୍ତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖେଣ୍ଡ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସୁଶାନ୍ତ ଫ୍ଲାଇଟ ଟେକଅପ କରୁଥିବାର ନଜର ଆସୁଥିଲେ । ଇତିମଧ୍ୟରେ ସୁଶାନ୍ତଙ୍କ ଏକ ପୁରୁଣା ସାକ୍ଷାତକାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ସେ ଏହି କଥାର ଖୁଲାସା କରିଥିଲେ କି ତାଙ୍କୁ କ୍ଲାଷ୍ଟ୍ରୋଫୋବିଆ ଅଛି । 2015 ନମ୍ବେଭରରେ ସୁଶାନ୍ତ ଏକ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ । ଯେଉଁଥିରେ ନିଜର ଏହି ଡର ବିଷୟରେ ସେ ଆଲୋଚନା କରିଥିଲେ ।

ଆଉ କହିଥିଲେ, ‘ମତେ କ୍ଲାଷ୍ଟ୍ରୋଫୋବିଆ ଅଛି। ଏହା ଏକଦମ ମିଛ କଥା ଯେ ମୁଁ ଗୋଟିଏ ଦିନରେ 6 ଘଣ୍ଟା ଶୁଏ । ମତେ ଇନ୍ସୋମାନିୟା ଅଛି । ଯାହାପାଇଁ ମୁଁ 2 ଘଣ୍ଟାରୁ ଅଧିକା ଶୋଇପାରେ ନାହି। ଆଉ ଉଚ୍ଚ ସ୍ଥାନରୁ ତଳକୁ ଦେଖିବାକୁ ଖୁବ୍ ଡରେ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.