ETV Bharat / sitara

Lata Mangeshkar Health Update: ଏବେବି ଆଇସିୟୁରେ ଲତା ମଙ୍ଗେସକର, ଡାକ୍ତର କହିଲେ କେବଳ ପ୍ରାର୍ଥନା କରନ୍ତୁ

author img

By

Published : Jan 20, 2022, 1:06 PM IST

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଗୁରୁତର । ଏବେବି ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି । ଅଧିକ ପଢନ୍ତୁ

ଏବେବି ଆଇସିୟୁରେ ଲତା ମଙ୍ଗେଶକର, ଡାକ୍ତର କହିଲେ- କେବଳ ପ୍ରାର୍ଥନା କରନ୍ତୁ

ହାଇଦ୍ରାବାଦ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଗୁରୁତର । ଏବେବି ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି । ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ହୋଇନାହିଁ। ଏଥିସହିତ ତାଙ୍କ ଡାକ୍ତରମାନେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ଅଛନ୍ତି। ଜାନୁଆରୀ 8 ରେ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଲତା ମଙ୍ଗେସକରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

  • #UPDATE | Lata Ji is still in ICU, we are trying our best to ensure she recovers soon. Pray for her recovery: Dr Pratit Samdani, who's treating singer Lata Mangeshkar at Mumbai's Breach Candy Hospital https://t.co/0XqH2nZT22

    — ANI (@ANI) January 19, 2022 " class="align-text-top noRightClick twitterSection" data=" ">

ସାରା ବିଶ୍ବରୁ ପ୍ରଶଂସକମାନେ ଲତା ମଙ୍ଗେସକରଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ଯଦିଓ ତାଙ୍କ ଡାକ୍ତରମାନେ କ୍ରମାଗତ ଭାବରେ ପ୍ରଶଂସକମାନଙ୍କୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଅପଡେଟ ଦେଉଛନ୍ତି। ଲତା ମଙ୍ଗେସକର ଡାକ୍ତର ପ୍ରତ୍ୟୁତ ସମଦାନୀ କହିଛନ୍ତି ଯେ- 'ଲତା ଜୀ ଆଇସିୟୁରେ ଅଛି । ତାଙ୍କର ଚିକିତ୍ସା ଏବେବି ଜାରି ରହିଛି। ଏହା ବ୍ୟତୀତ ଅନ୍ୟ କିଛି କହିପାରିବି ନାହିଁ । ତାଙ୍କ ଆରୋଗ୍ୟ ପାଇଁ କେବଳ ପ୍ରାର୍ଥନା କରନ୍ତୁ । 92 ବର୍ଷୀୟା ଲତା ମଙ୍ଗେସକର କୋରୋନା ସହିତ ନିମୋନିଆରେ ପୀଡିତ। ଏହାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ଅଧିକ ସତର୍କ ରହିଛନ୍ତି ଏବଂ ଏହି କାରଣରୁ ତାଙ୍କୁ ଆଇସିୟୁରେ ରଖାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.