ମୁମ୍ବାଇ: ଶାସ୍ତ୍ରୀୟ ସଙ୍ଗୀତରେ ନୈପୁଣ୍ୟ, ନିଜର ମିଠା ସ୍ବରରେ ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରାକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇଥିବା ପଣ୍ଡିତ ରାଜନ ମିଶ୍ରଙ୍କ ପରଲୋକ । ରାଜନଙ୍କ ଦେହାନ୍ତରେ ରାଜନ-ସାଜନ ନାଁରେ ପରିଚିତ ସଙ୍ଗୀତଜ୍ଞ ଯୋଡି ଭାଙ୍ଗିଯାଇଛି । କିମ୍ବଦନ୍ତୀ ଶାସ୍ତ୍ରୀୟ ଗାୟକଙ୍କ ମୃତ୍ୟୁକୁ ନେଇ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର ଦୁଃଖ ପ୍ରକାଶ କରିଛନ୍ତି ।
-
Mujhe abhi pata chala ki bahut guni shastriya gayak Padma Bhushan Sangeet Natak Akademi puraskar se sammanit Pandit Rajan Mishra ji Ka nidhan hua hai. Ye sunke mujhe bahut dukh hua. Ishwar unki aatma ko shanti pradan kare. Meri samvedanaayein unke pariwar ke saath hai.
— Lata Mangeshkar (@mangeshkarlata) April 25, 2021 " class="align-text-top noRightClick twitterSection" data="
">Mujhe abhi pata chala ki bahut guni shastriya gayak Padma Bhushan Sangeet Natak Akademi puraskar se sammanit Pandit Rajan Mishra ji Ka nidhan hua hai. Ye sunke mujhe bahut dukh hua. Ishwar unki aatma ko shanti pradan kare. Meri samvedanaayein unke pariwar ke saath hai.
— Lata Mangeshkar (@mangeshkarlata) April 25, 2021Mujhe abhi pata chala ki bahut guni shastriya gayak Padma Bhushan Sangeet Natak Akademi puraskar se sammanit Pandit Rajan Mishra ji Ka nidhan hua hai. Ye sunke mujhe bahut dukh hua. Ishwar unki aatma ko shanti pradan kare. Meri samvedanaayein unke pariwar ke saath hai.
— Lata Mangeshkar (@mangeshkarlata) April 25, 2021
ସେ ଟ୍ବିଟ କରି ଲେଖିଛନ୍ତି, ‘ମୁଁ ଜାଣିବାକୁ ପାଇଲି ଯେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିବା ଅତି ପ୍ରତିଭାବାନ ଶାସ୍ତ୍ରୀୟ ଗାୟକ ପଦ୍ମ ଭୂଷଣଙ୍କର ପଣ୍ଡିତ ରାଜନ ମିଶ୍ରଙ୍କର ଦେହାନ୍ତ ହୋଇଛି। ଏହା ଶୁଣି ମୁଁ ବହୁତ ଦୁଃଖିତ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ତାଙ୍କ ପରିବାର ପ୍ରତି ମୋର ସମବେଦନା ।’
ପ୍ରକାଶ ଥାଉକି ପଦ୍ମଭୂଷଣ ପଣ୍ଡିତ ରାଜନ ମିଶ୍ରଙ୍କ କୋରୋନା ସଂକ୍ରମଣ ଥିବାବେଳେ ତାଙ୍କୁ ହୃଦଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ରବିବାର ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋସିଆଲ ମିଡିଆରେ କିଛି ସଙ୍ଗୀତପ୍ରେମୀ ତାଙ୍କ ଚିକିତ୍ସା ପାଇଁ ଶଯ୍ୟା ଏବଂ ଅମ୍ଳଜାନର ସାହାଯ୍ୟ ଲୋଡିଥିଲେ।