ETV Bharat / sitara

ମାହିଙ୍କୁ ସ୍ବର ସାମ୍ରାଜ୍ଞୀଙ୍କ ଅନୁରୋଧ, ‘ଧୋନୀଙ୍କୁ ଚାହୁଁଛି ଦେଶ’ - retirement

ସୋସିଆଲ ମିଡିଆରେ ଧୋନୀଙ୍କୁ ଅପିଲ କଲେ ଲତା । କହିଲେ ସନ୍ୟାସ ନେବାର ବିଚାର ମନରେ ଆଣନାହିଁ ।

ଡିଜାଉନ ଫଟୋ
author img

By

Published : Jul 11, 2019, 7:47 PM IST

ମୁମ୍ବାଇ: ୱାର୍ଲ୍ଡ କପ ମୁକାବିଲାରେ ନ୍ୟୁଜଲ୍ୟାଣ୍ଡ ପାଖରେ ପରାସ୍ତ ହୋଇ ଭାରତୀୟ କ୍ରିକେଟ ଟିମକୁ ନେଇ ଦୁଃଖି ଦେଶବାସୀ । ଏହି ଦୁଃଖଦ ପରିସ୍ଥିତି ଯେଉଁଠାରେ ଖେଳପ୍ରେମୀଙ୍କ ମନ ଭାଙ୍ଗି ଯାଇଛି, ଅନ୍ୟପଟେ ମହେନ୍ଦ୍ର ସିଂହ ଧୋନୀଙ୍କ ଇଣ୍ଟରନ୍ୟାସନାଲ କ୍ରିକେଟରୁ ରିଟାୟରମେଣ୍ଟ ଖବର ଫ୍ୟାନ୍ସଙ୍କ ମଧ୍ୟରେ ଖଲବଲି ସୃଷ୍ଟି କରିଦେଇଛି । ଅନ୍ୟ ପଟେ ଦେଶର କୋକିଳ କଣ୍ଠି ଲତା ମଙ୍ଗେସକର ମଧ୍ୟ ଧୋନୀଙ୍କୁ ନେଇ ଏକ ଟ୍ବିଟ କରି ଅପିଲ କରିଛନ୍ତି ।

twitter
ଫଟୋ ସୌଜନ୍ୟ: ଟ୍ବିଟର@ଲତା ମଙ୍ଗେସକର

ଲତାଙ୍କ ଏହି ଟ୍ବିଟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳୁଛି । ଆଉ ଏହା ଉପରେ ଧୋନୀ ଫ୍ୟାନ୍ସଙ୍କ ଜବରଦସ୍ତ ପ୍ରତିକ୍ରିୟା ମଧ୍ୟ ଆସିବାରେ ଲାଗିଛି ।

ସେ ଧୋନୀଙ୍କ କ୍ରିକେଟ ଜଗତରୁ ସନ୍ୟାସ ନେବା ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି, "ନମସ୍କାର ଧୋନୀ ଜି, ଆଜିକାଲି ମୁଁ ଶୁଣିବାକୁ ପାଉଛି ଯେ ଆପଣ ରିଟାୟର ନେବାକୁ ଚାହୁଁଛନ୍ତି । ଦୟା କରି ଆପଣ ଏମିତି କରନ୍ତୁ ନାହିଁ । ଦେଶକୁ ଆପଣଙ୍କ ଖେଳର ଆବଶ୍ୟକ ଅଛି ଏବଂ ଏହା ମୋର ମଧ୍ୟ ଅନୁରୋଧ ଯେ ଆପଣ ରିଟାୟରମେଣ୍ଟ କରିବାର ବିଚାର ମନରେ ମଧ୍ୟ ଆଣନ୍ତୁ ନାହିଁ ।"

ପ୍ରକାଶ ଥାଉକି ଗତ କାଲି ନ୍ୟୁଜିଲ୍ୟାଣ୍ଡ ସହ 18 ରନରେ ପରାସ୍ତ ହୋଇ ଇଣ୍ଡିଆ ଟିମ ବିଶ୍ବକପର ସ୍ବପ୍ନକୁ ଧୂଳିସାତ କରିଦେଇଛି । ଯାହାକୁ ନେଇ ନିରାଶ ଦେଶବାସୀ ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.