ETV Bharat / sitara

କୁନାଲ ଖେମୁଙ୍କୁ ‘ଦାଦାସାହେବ ଫାଲକେ ଆଓ୍ବାର୍ଡ’ - କୁନାଲ ଖେମୁଙ୍କୁ ମିଳିଲା "ଦାଦାସାହେବ ଫାଲକେ ଆଓ୍ବାର୍ଡ"

'ଲୁଟକେସ' ପାଇଁ "ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ" ରେ ଶ୍ରେଷ୍ଠ ଅଭିନେତା (କମେଡି)ର ଆଓ୍ବାର୍ଡ ଜିତିଛନ୍ତି କୁନାଲ ଖେମୁ । ପୁରସ୍କାର ଜିତିବା ପରେ ସେ ଇନଷ୍ଟାଗ୍ରାମରେ ନିଜର ଖୁସି ଏବଂ କୃତଜ୍ଞତା ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ଅଧିକ ପଢନ୍ତୁ...

kunal-kemmu-humbled-after-winning-for-lootcase
କୁନାଲ ଖେମୁଙ୍କୁ ମିଳିଲା "ଦାଦାସାହେବ ଫାଲକେ ଆଓ୍ବାର୍ଡ"
author img

By

Published : Feb 21, 2021, 10:28 PM IST

ମୁମ୍ବାଇ: 'ଲୁଟକେସ' ପାଇଁ "ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ" ରେ ଶ୍ରେଷ୍ଠ ଅଭିନେତା (କମେଡି)ର ଆଓ୍ବାର୍ଡ ଜିତିଛନ୍ତି କୁନାଲ ଖେମୁ । ପୁରସ୍କାର ଜିତିବା ପରେ ସେ ଇନଷ୍ଟାଗ୍ରାମରେ ନିଜର ଖୁସି ଏବଂ କୃତଜ୍ଞତା ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

ଅଭିନେତା ରବିବାର ଦିନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି, 'କମେଡି ପାଇଁ ଶ୍ରେଷ୍ଠ ଅଭିନେତା ଆଓ୍ବାର୍ଡ ଜିତିବା ପରେ ମୁଁ ବହୁତ ଖୁସି । ଏଥିପାଇଁ ଟିମକୁ ଧନ୍ୟବାଦ, ଯିଏ ଏହି ଚଳଚ୍ଚିତ୍ରକୁ ଏତେ ଚମତ୍କାର କରିଥିଲେ । ଏହି ଚଳଚ୍ଚିତ୍ରକୁ ଦେଖିଥିବା ସମସ୍ତଙ୍କୁ ଏବଂ ମୋତେ ଏହି ଫିଲ୍ମ ପାଇଁ ଶୁଭେଚ୍ଛା ଜଣାଇଥିବାରୁ ଫ୍ୟାନ୍ସଙ୍କୁ ଧନ୍ୟବାଦ । ଆପଣ ସମସ୍ତଙ୍କୁ ବହୁତସାରା ଭଲପାଇବା' ।

ପ୍ରକାଶ ଥାଉ ଯେ, ରାଜେଶ କୃଷ୍ଣନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲୁଟକେସ'କୁ କେବଳ ଦର୍ଶକ ନୁହଁନ୍ତି ସମାଲୋଚକମାନେ ମଧ୍ୟ ପ୍ରଶଂସା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.