ETV Bharat / sitara

ରିଲିଜ ହେଲା 'ଖାନଦାନୀ ସଫାଖାନ'ର ପ୍ରଥମ ପାର୍ଟି ସଙ୍ଗ - sonakshi sinha

ସୋନାକ୍ଷୀ ସିହ୍ନାଙ୍କ ଆଗାମୀ ଫିଲ୍ମ 'ଖାନଦାନୀ ସଫାଖାନ'ର ପ୍ରଥମ ଗୀତ 'କୋକା' ରିଲିଜ ହୋଇଯାଇଛି । ଫିଲ୍ମଟି ଅଗଷ୍ଟ 2ରେ ରିଲିଜ ହେବାକୁ ଯାଉଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା
author img

By

Published : Jun 28, 2019, 8:36 PM IST

ମୁମ୍ବାଇ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଖୁବଶୀଘ୍ର ନିଜର ଆଗାମୀ ଫିଲ୍ମ 'ଖାନଦାନୀ ସଫାଖାନ' ଜରିଆରେ ଧମାଲ ସୃଷ୍ଟି କରିବାକୁ ଯାଉଛନ୍ତି । ସେ ଫିଲ୍ମରେ ବେବି ବେଦୀଙ୍କ ଭୂମିକାରେ ନଜର ଆସିବେ ଯିଏ ନିଜ ମାମୁଁଙ୍କ ସେକ୍ସ କ୍ଲିନିକରେ କାମ କରୁଛନ୍ତି ।

ନିକଟରେ ଫିଲ୍ମର ରିଲିଜ ତାରିଖ ପରିବର୍ତ୍ତନ କରି ଅଗଷ୍ଟ 2 କରାଯାଇଥିଲା । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ପ୍ରଥମ ଗୀତ 'କୋକା' । ଆଉ ଏହି ଗୀତଟିକୁ ଗାଇଛନ୍ତି ଧ୍ବାନି ଭାନୁଶାଲୀ ଓ ଜସ୍ବିର ଜସ୍ସି ।

  • " class="align-text-top noRightClick twitterSection" data="">

ଗୀତରେ ପପୁଲାର ରାପର ବାଦଶାହ ନିଜର ଜବରଦସ୍ତ ରାପ ଦେଇ ଗୀତଟିକୁ ଆହୁରି ଆକର୍ଷଣୀୟ କରିଛନ୍ତି । ଗୀତଟି ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଅନ୍ୟପଟେ ସୋନାକ୍ଷୀ ଓ ବରୁଣ ଶର୍ମାଙ୍କ ଡାନ୍ସ ମଧ୍ୟ ଦେଖିବାକୁ ମିଳୁଛି ।

ଏହି ଅବସରରେ ସୋନାକ୍ଷୀ ଗୀତର ରିଲିଜ ସୂଚନା ଫ୍ୟାନ୍ସଙ୍କୁ ଇନଷ୍ଟାଗ୍ରାମରେ ଦେଇଛନ୍ତି । ଗୀତର ପୋଷ୍ଟର ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "ବାପା ଅଫ ଅଲ ପାର୍ଟି ନମ୍ବର୍ସ । ପ୍ରସ୍ତୁତ ରୁହନ୍ତୁ ଡାନ୍ସ ଅନ ବିଟ୍ସ ଅଫ କୋକା ।"

'କୋକା' ଗୀତଟିର ଲିରିକ୍ସ ଏବଂ ମ୍ୟୁଜିକ ଏତେ ମଜାଦାର ହୋଇଛି ଦର୍ଶକଙ୍କୁ ନାଚିବାରେ ନିହାତି ବାଧ୍ୟ କରିବ । ଗୀତରେ ସୋନାକ୍ଷୀ ହଳଦିଆ ଡ୍ରେସରେ ପଞ୍ଜାବୀ କୁଡି ଲୁକରେ ନଜର ଆସୁଛନ୍ତି । ଆପଣ ମଧ୍ୟ ଦେଖନ୍ତୁ 'କୋକା' ଗୀତ...

Intro:Body:

wrwe

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.