ETV Bharat / sitara

ଦୀପିକାଙ୍କୁ ଟ୍ରୋଲ କଲେ ସୁଶାନ୍ତଙ୍କ ଫ୍ୟାନ୍ସ,, ଜାଣନ୍ତୁ କାହିଁକି

author img

By

Published : Aug 13, 2020, 7:38 PM IST

ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁ ପରେ ପ୍ରଶଂସକମାନେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଜୁନ୍ 14 ରେ ସୁଶାନ୍ତଙ୍କ ଦେହାନ୍ତ ପରେ ଦୀପିକା ସୋସିଆଲ ମିଡିଆରେ ଡିପ୍ରେସନ ଏବଂ ମାନସିକ ସ୍ବାସ୍ଥ୍ୟ ବିଷୟରେ ଏକ ଟ୍ବିଇଟ କରିଥିଲେ । ଯାହାକୁ ପ୍ରଶଂସକମାନେ ନାପସନ୍ଦ କରିଥିଲେ । ଅଧିକ ପଢନ୍ତୁ...

Know why Sushant Singh Rajput fans troll Deepika Padukone
ଦୀପିକାଙ୍କୁ ଟ୍ରୋଲ କଲେ ସୁଶାନ୍ତଙ୍କ ଫ୍ୟାନ୍ସ,, ଜାଣନ୍ତୁ କାହିଁକି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟମୟ ମୃତ୍ୟୁ ପରେ ପ୍ରଶଂସକମାନେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଜୁନ୍ 14 ରେ ସୁଶାନ୍ତଙ୍କ ଦେହାନ୍ତ ପରେ ଦୀପିକା ସୋସିଆଲ ମିଡିଆରେ ଡିପ୍ରେସନ ଏବଂ ମାନସିକ ସ୍ବାସ୍ଥ୍ୟ ବିଷୟରେ ଏକ ଟ୍ବିଟ କରିଥିଲେ । ଯାହାକୁ ପ୍ରଶଂସକମାନେ ନାପସନ୍ଦ କରିଥିଲେ ଏବଂ ପ୍ରଶଂସକମାନେ କହିଥିଲେ ଯେ, ଦୀପିକା ନିଜର ଏହି ଟୁଇଟ ଜରିଆରେ ପ୍ରଶଂସକମାନଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ।

ଗୁରୁବାର ଦିନ, ସୁଶାନ୍ତଙ୍କ ମାମଲାରେ ସୁପ୍ରିମକୋର୍ଟର ଶୁଣାଣି ହେବାକୁ ଯାଉଥିବା ବେଳେ ସୁଶାନ୍ତଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ପୁଣିଥରେ ସୋସିଆଲ ମିଡିଆ ବାକ୍ ଯୁଦ୍ଧ ଲାଗିରହିଛି । ବର୍ତ୍ତମାନ ଏହି ଟୁଇଟ ଜରିଆରେ ସୁଶାନ୍ତଙ୍କ ଫ୍ୟାନ୍ସ ଦୀପିକାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି ।

ଜଣେ ୟୁର୍ଜସ ଲେଖିଛନ୍ତି, ଦୀପିକା ମୁଁ ଆଶା କରୁଛି ଆପଣ ଡିପ୍ରେସନରେ ନାହଁନ୍ତି । ସୁଶାନ୍ତଙ୍କ ନାମରେ ଡିପ୍ରେସନର ଅଯଥା ଫାଇଦା ଉଠାନ୍ତୁ ନାହିଁ ।

ଅନ୍ୟ ଜଣେ ୟୁର୍ଜସ ଟୁଇଟ୍ କରି କହିଛନ୍ତି, ସହାନୁଭୂତି ପାଇବା ପାଇଁ ଦୀପିକା ଡିପ୍ରେସନର ଥିଓରୀ ବ୍ୟବହାର କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.