ETV Bharat / sitara

କାଷ୍ଟିଂ କାଉଚର ଶିକାର ଏହି ଅଭିନେତ୍ରୀ...

ଏବେ ପୁଣି ଆଉ ଜଣେ ଅଭିନେତ୍ରୀଙ୍କ ବଡ ଖୁଲାସା । ସଂଘର୍ଷ ସମୟରେ ସହିଛନ୍ତି ନିର୍ମାତାଙ୍କ କାଷ୍ଟିଂ କାଉଚ । ଅଧିକ ପଢନ୍ତୁ...

author img

By

Published : May 29, 2021, 8:00 PM IST

kishwer-merchant-on-casting-couch-experience-says-i-was-told-that-i-ll-have-to-sleep-with-the-hero
କାଷ୍ଟିଂ କାଉଚର ଶିକାର ଏହି ଅଭିନେତ୍ରୀ...

ନୂଆଦିଲ୍ଲୀ: ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯିଏ ନିଜ ସଂଘର୍ଷ ସମୟରେ କାଷ୍ଟିଂ କାଉଚ ଭଳି ସମସ୍ୟାର ସମ୍ମୁଖୀନ ହୋଇସାରିଛନ୍ତି । କିଛି ଏହା ବିଷୟରେ ସର୍ବସାଧାରଣରେ ଆଲୋଚନା ମଧ୍ୟ କରିସାରିଛନ୍ତି । ବର୍ତ୍ତମାନ ଏହି କ୍ରମରେ ସାମିଲ ହୋଇଛନ୍ତି ଅଭିନେତ୍ରୀ କିଶ୍ବର ମର୍ଚାଣ୍ଟ ।

ଏକ ସାକ୍ଷାତକାରରେ ଅଭିନେତ୍ରୀ ଏ ବିଷୟରେ କହିଛନ୍ତି । କିଶ୍ବରଙ୍କୁ କାଷ୍ଟିଂ କାଉଚ୍ ବିଷୟରେ ପଚରାଯିବାରୁ ସେ କହିଛନ୍ତି ଆଜ୍ଞା, ହଁ ମୁଁ ମଧ୍ୟ ଏହାର ସାମ୍ନା କରିଛି ଏବଂ ମୋତେ ଜଣେ ହିରୋ ସହିତ ଶୋଇବାକୁ କୁହାଯାଇଥିଲା । ଅଭିନେତା ଏବଂ ନିର୍ମାତାଙ୍କ ଇଣ୍ଡଷ୍ଟ୍ରିର ବହୁତ ବଡ଼ ନାଁ ଥିଲା । ମୁଁ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରି ଚାଲି ଆସିଥିଲି।

ପ୍ରକାଶ ଥାଉ ଯେ, କିଶ୍ବର ହମ୍ ତୁମ୍ ଏବଂ ଭେଜା ଫ୍ରାଏ ୨ ଫିଲ୍ମରେ କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.