ETV Bharat / sitara

ମା' ହେବାକୁ ଚାହୁଁନାହାଁନ୍ତି ଛୋଟ ପରଦାର ଚନ୍ଦ୍ରମୂଖୀ ଚୌଟାଲା - ronnit biswas

ମା' ନହେବାକୁ ନିଷ୍ପତ୍ତି ନେଇଛନ୍ତି ଅଭିନେତ୍ରୀ କବିତା କୌଶିକ । ତାଙ୍କ ସ୍ବାମୀ ରୋନିତ ମଧ୍ୟ ଚାହୁଁନାହାଁନ୍ତି ସନ୍ତାନ । ଜାଣନ୍ତୁ କାହିଁକି...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କବିତା କୌଶିକ
author img

By

Published : May 11, 2019, 11:11 PM IST

ମୁମ୍ବାଇ: ଛୋଟ ପରଦାରେ ଚନ୍ଦ୍ରମୁଖୀ ଚୌଟାଲାଙ୍କ ନାମରେ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ କବିତା କୌଶିକ ସବୁବେଳେ ଚର୍ଚ୍ଚାରେ ଆସିଥାଆନ୍ତି । କବିତା 2017ରେ ବିଜନେସ ମ୍ୟାନ ରୋନିତ ବିଶ୍ବାସଙ୍କ ସହ ବିବାହ କରିଥିଲେ । କବିତା ଏବେ 38 ବର୍ଷରେ ପାଦ ଥାପିଛନ୍ତି । କିନ୍ତୁ ଦୁଇବର୍ଷ ବିବାହ ପରେ ମଧ୍ୟ ତାଙ୍କର କୌଣସି ସନ୍ତାନ ନାହିଁ । ଏବେ ସେ ସନ୍ତାନ କଥାକୁ ନେଇ ଚର୍ଚ୍ଚାରେ ପୁଣି ଆସିଛନ୍ତି ।

ନିକଟରେ ସେ କହିଥିଲେ କି ସେ ଆଦୌ ମା' ହେବାକୁ ଚାହୁଁନାହାଁନ୍ତି । କବିତା ଓ ସ୍ବାମୀ ରୋନିତଙ୍କ ସହ ମିଶି ଏକ ନିଷ୍ପତ୍ତି ନେଇଛନ୍ତି । କଥାଟି ହେଲା କି ଏହି ଯୋଡି କେବେ ପିତା-ମାତା ହେବାକୁ ଚାହୁଁନାହାଁନ୍ତି । ଯାହାର ନିଷ୍ପତ୍ତି ସେ ନେଇସାରିଛନ୍ତି ।

ଏକ ସାକ୍ଷାତକାରରେ କବିତା କହିଥିଲେ କି ସେ ପିଲାଙ୍କ ସହ ଅନ୍ୟାୟ କରିପାରିବେ ନାହିଁ । ଯଦି ସେ 40 ବର୍ଷରେ ମା' ହେବେ ତେବେ ତାଙ୍କ ପିଲା 20 ବର୍ଷର ହେଲା ବେଳକୁ ସେ ବୁଢା-ବୁଢି ହୋଇଯାଇଥିବେ । ସେ ଚାହୁଁନାହାଁନ୍ତି 20 ବର୍ଷର ପିଲା ବୁଢା ପିତା-ମାତାର ଯତ୍ନ ନିଅନ୍ତୁ ବୋଲି ।

ହୁଏତଃ ସେ ଅନ୍ୟ ଲୋକଙ୍କ ପରି ପିତା-ମାତା ହୋଇପାରିବେ ନାହିଁ । ସେ ଚାହୁଁନାହିଁନ୍ତି କି ତାଙ୍କ ପିଲା ମୁମ୍ବାଇ ଭଳି ସହରରେ ଜନ୍ମ ହୋଇ ସଂଘର୍ଷ କରନ୍ତୁ । ତେଣୁ ସେ ମା' ହେବାକୁ ଚାହୁଁନାହାଁନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.