ETV Bharat / sitara

ଭରସାଯୋଗ୍ୟ ନୁହେଁ ରଣବୀର !

ରଣବୀର କପୁରଙ୍କୁ ନେଇ କ୍ୟାଟ୍ରିନା କୈଫଙ୍କ ଖୁଲାସା । କହିଲେ ଭରସା ଯୋଗ୍ଯ ନୁହେଁ ରଣବୀର ।

author img

By

Published : May 31, 2019, 12:27 PM IST

ଫାଇଲ ଫଟୋ

ହାଇଦ୍ରାବାଦ: କ୍ୟାଟ୍ରିନା କୈଫ ଆଜିକାଲି ଆଗାମୀ ଫିଲ୍ମ ‘ଭାରତ’ର ପ୍ରମୋଶନରେ ବ୍ୟସ୍ତ । ଫିଲ୍ମ ପ୍ରମୋଶନ ପାଇଁ କ୍ୟାଟ ଅନେକ ଟକ ଶୋ ତଥା ରିୟାଲିଟି ଶୋରେ ଯୋଗ ଦେଉଥିବାବେଳେ ନିକଟରେ ନେହାଙ୍କ ଚାଟ ଶୋରେ ବି ନଜର ଆସି ଏକ୍ସ ବୟଫ୍ରେଣ୍ଡ ରଣବୀରଙ୍କ ବିଷୟରେ କରିଛନ୍ତି କିଛି ଖୁଲାସା ।

ଏକ ସାକ୍ଷାତକାରରେ ନେହା ଧୂପିଆ କ୍ୟାଟଙ୍କୁ ପଚାରିଥିଲେ ଯେ କାହା ସହ ତୁମେ ତୁମ ସିକ୍ରେଟ ସେୟାର କରିବାକୁ ଚାହିଁବ ନାହିଁ । ଏହାଶୁଣି କ୍ୟାଟ କିଛି ନଭାବି ସାଙ୍ଗେସାଙ୍ଗେ ରଣବୀର କପୁରଙ୍କ ନାଁ କହିଥିଲେ । ତେବେ କ୍ୟାଟଙ୍କ ଉତ୍ତର ଶୁଣି ଆବାକ୍ ହୋଇ ଯାଇଥିଲେ ନେହା । ଉଭୟଙ୍କ ପ୍ରେମ ସମ୍ପର୍କ ବୋଧହୁଏ ଏଥିପାଇଁ ଅଧୁରା ରହିଥିବା ଅନୁମାନ କରାଯାଇ ପାରୁଛି ।

ତେବେ କ୍ୟାଟ୍ରିନା ବଲିଉଡରେ କ୍ୟାରିୟର ଆରମ୍ଭ କରିବା ଦିନରୁ ହିଁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ । ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚୁପ ରହିବାକୁ ପସନ୍ଦ କରୁଥିବା କ୍ୟାଟ୍ କିନ୍ତୁ ରଣବୀରଙ୍କ ସହ ବ୍ରେକ-ଅପ ପରେ ସେ ମିଡିଆରେ ମୁହଁ ଖୋଲିଥିଲେ । ଏକ ସାକ୍ଷାତକାରରେ ସେ କହିଥିଲେ, ‘କିଛି କଥା କାହିଁକି ହୁଏ ତାହା ଜାଣିବା କଷ୍ଟକର । ସେଥିପାଇଁ ମୁଁ ସବୁକଥାକୁ ଅଲଗା ଭାବେ । ମୋ ସହ ଯାହା ହେଇଛି, ତାହା ଭଲ ପାଇଁ ହୋଇଛି । କିଛି କଥା ନକରାତ୍ମକ ଦିଗରେ ନନେଇ ସକାରାତ୍ମକ ଦିଗରେ ନେଲେ ଭଲ ।’

Intro:Body:

କଥା କଣକି, ସାକ୍ଷାତକାରରେ ନେହା ଧୂପିଆ କ୍ୟାଟଙ୍କୁ ପଚାରିଥିଲେ ଯେ କାହା ସହ ତୁମେ ତୁମ ସିକ୍ରେଟ ସେୟାର କରିବାକୁ ଚାହିଁବନାହିଁ । ଏହାଶୁଣି କ୍ୟାଟ କିଛି ନଭାବି ସାଙ୍ଗେସାଙ୍ଗେ  ରଣବୀର କପୁରଙ୍କ ନାଁ କହିଥିଲେ । ତେବେ କ୍ୟାଟଙ୍କ ଉତ୍ତର ଶୁଣି ସେ ଏମିତି କଣ ପାଇଁ କହିଲେ ବୋଲି ଜଣାନଥିଲେ ମଧ୍ୟ ଉଭୟଙ୍କ ପ୍ରେମ ସମ୍ପର୍କ ବୋଧହୁଏ ଏଥିପାଇଁ ଅଧୁରା ରହିଛି ତାହା ଅନ୍ଦାଜ ଲଗାଯାଉଛି ।

 ତେବେ କ୍ୟାଟ୍ରିନା ବଲିଉଡରେ କ୍ୟାରିୟର ଆରମ୍ଭ କରିବା ଦିନରୁ ହିଁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ । କିନ୍ତୁ ସେ  ସର୍ବଦା ଚୁପ ରହିବା ପସନ୍ଦ କରନ୍ତି କିନ୍ତୁ ରଣବୀରଙ୍କ ସହ ବ୍ରେକ-ଅପ ପରେ ସେ ମିଡିଆରେ ମୁହଁ ଖୋଲିଥିଲେ । ଏକ ସାକ୍ଷାତକାରରେ ସେ କହିଥିଲେ, ‘କିଛି କଥା କାହିଁକି ହୁଏ ତାହା ଜାଣିବା କଷ୍ଟକର । ସେଥିପାଇଁ ମୁଁ ସବୁକଥାକୁ ଅଲଗା ଭାବେ । ମୋ ସହ ଯାହା ହେଇଛି, ତାହା ଭଲ ପାଇଁ ହୋଇଛି । କିଛି କଥା ନକାରାତ୍ମକ ଦିଗରେ ନନେଇ ସକାରାତ୍ମକ ଦିଗରେ ନେଲେ ଭଲ ।’

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.