ETV Bharat / sitara

ଇସାବେଲଙ୍କ ଫିଲ୍ମ ‘ଟାଇମ୍ ଟୁ ଡାନ୍ସ’କୁ ନେଇ ବଡ ଖବର, ଜାଣନ୍ତୁ କଣ ?

author img

By

Published : Feb 13, 2021, 2:00 PM IST

ଗତ ତିନି ବର୍ଷରୁ ଡାନ୍ସ ଡ୍ରାମା ଫିଲ୍ମ ‘ଟାଇମ୍ ଟୁ ଡାନ୍ସ’କୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି ନବାଗତ ଅଭିନେତ୍ରୀ ଇସାବେଲ । ଖୁବଶୀଘ୍ର ଫିଲ୍ମର କାମ ଆରମ୍ଭ କରିବାକୁ ଯାଉଛନ୍ତି ମେକର୍ସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇସାବେଲ କୈଫ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇସାବେଲ କୈଫ

ମୁମ୍ବାଇ: 2018ରେ ସେକ୍ସି ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସାନ ଭଉଣୀ ଇସାବେଲ କୈଫ ନିଜର ଡେବ୍ୟୁ ଫିଲ୍ମ ‘ଟାଇମ୍ ଟୁ ଡାନ୍ସ’ର ଘୋଷଣା କରିଥିଲେ । ଯେଉଁଥିରେ ତାଙ୍କ ଅପୋଜିଟ୍ ନଜର ଆସିବେ ଅଭିନେତା ସୁରୋଜ ପଞ୍ଚୋଲି । ହେଲେ ଏହାପରଠୁ ଏଯାବତ ଫିଲ୍ମକୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ । ତିନି ବର୍ଷ ବିତିବା ପରେ ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି ।

ଶୁଣିବାକୁ ମିଳୁଛି ମାର୍ଚ୍ଚରେ ଫିଲ୍ମର କାମ ଆରମ୍ଭ କରିବେ ମେକର୍ସ । ବର୍ତ୍ତମାନ ନିର୍ମାତା ଅନୁଭବ କରୁଛନ୍ତି ଯେ ମଙ୍ଗଳବାର ଏବଂ ଶୁକ୍ରବାର ଏବଂ ‘ଟାଇମ୍ ଟୁ ଡ୍ୟାନ୍ସ’ ଭଳି ଫିଲ୍ମ ରିଲିଜ ପାଇଁ ସର୍ବୋତ୍ତମ ସମୟ ।

ସେପଟେ ଇସାବେଲ ବର୍ତ୍ତମାନ ଅଭିନେତା ପୁଲକିତ ସମ୍ରାଟଙ୍କ ସହ ‘ସୁସ୍ବାଗତମ୍ ଖୁସାମଦିଦ’ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଅମନ ଏବଂ ନୁରଙ୍କ ପ୍ରେମ କାହାଣୀ ଫିଲ୍ମରେ ଦେଖିବାକୁ ମିଳିବ । ପ୍ରକାଶ ଥାଉକି ଗତ ବର୍ଷ ଇସାବେଲ ମ୍ୟୁଜିକ ଭିଡିଓ ‘ମାଶାଲ୍ଲା’ରେ ଡେବ୍ୟୁ କରିଥିଲେ । ଯାହାକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.