ETV Bharat / sitara

ଅମିତାଭଙ୍କ ପୋଷ୍ଟରେ କାର୍ତ୍ତିକଙ୍କ ମଜାଦାର କମେଣ୍ଟ - ବିଗ ବି ଅମିତାଭ ବଚ୍ଚନଙ୍କ ନୂଆ ପୋଷ୍ଟ

ସୋସିଆଲ ମିଡିଆରେ ଷ୍ଟାର୍ସଙ୍କ ଖଟ୍ଟମିଠା ନୋକ-ଝୋକ ଦେଖିବାକୁ ଫ୍ୟାନ୍ସଙ୍କୁ ଖୁବ୍ ଭଲ ଲାଗେ । ଏମିତି କିଛି କାର୍ତ୍ତିକ ଓ ଅମିତାଭଙ୍କ ମଧ୍ୟରେ ଦେଖିବାକୁ ମିଳିଛି ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 4, 2020, 3:14 PM IST

ମୁମ୍ବାଇ: ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ବିଗ ବି ଅମିତାଭ ବଚ୍ଚନ ସବୁଥର ପରି ଏଥର ମଧ୍ୟ ଏକ ଜ୍ଞାନ ବାଣ୍ଟିଛନ୍ତି । ସେ ପ୍ରାୟତଃ ସୋସିଆଲ ମିଡିଆରେ ଇଂରାଜୀ ଶବ୍ଦର ଅନୁବାଦ କରୁଥିବାର ଦେଖାଯାଆନ୍ତି । ଏଥର ମଧ୍ୟ ସେ ହ୍ୟାଣ୍ଡରାଇଟିଂକୁ ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଜଣାଇଛନ୍ତି ଆପଣଙ୍କ ହ୍ୟାଣ୍ଡରାଇଟିଂକୁ ଫେରେଇ ଆଣ ଯାହା ଆପଣଙ୍କ ମସ୍ତିଷ୍କ ପାଇଁ ଭଲ କଥା । ମଜାଦାର କଥା ହେଲା ଯେ କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନଙ୍କ ଶାନଦାର କମେଣ୍ଟ ଅମିତାଭଙ୍କ ପୋଷ୍ଟରେ ଦେଖିବାକୁ ମିଳୁଛି ।

କାର୍ତ୍ତିକ କମେଣ୍ଟରେ ଲେଖିଛନ୍ତି, ‘ମୁଁ ଡାକ୍ତର ଫ୍ୟାମିଲିର । ମୋ ହ୍ୟାଣ୍ଡରାଇଟିଂ ଦେଖି ହୁଏତଃ ଆପଣ ଏମିତି କହିବ ନାହିଁ ।’

କଥାଟି ହେଲା ଯେ ଅମିତାଭ ପୋଷ୍ଟରେ ଲେଖିଥିଲେ, ‘ହାତରେ ଲେଖିବା ଶିଖିବା ପାଇଁ ପ୍ରୋତ୍ସାହିତ କରିଥାଏ । ଯାହା କିବୋର୍ଡ ରାଇଟିଂ ନୂଆରୁ ନୂଆ ହୋଇପାରିବ । ହ୍ୟାଣ୍ଡରାଇଟିଂକୁ ପୁଣି ଫେରେଇ ଆଣନ୍ତୁ । ଯାହା ମସ୍ତିଷ୍କ ପାଇଁ ଭଲ ।’

ପ୍ରକାଶ ଥାଉକି ଏହା ବ୍ୟତୀତ ଅମିତାଭ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଲେଖିଛନ୍ତି, ‘ବୁଦ୍ଧିମାନ ବିଚାରର ଚର୍ଚ୍ଚା କରନ୍ତି । ମଧ୍ୟମ ବ୍ୟକ୍ତି ଘଟଣା ବିଷୟରେ ଆଲୋଚନା କରନ୍ତି । ସାମାନ୍ୟ ଜ୍ଞାନର ଲୋକ, ଲୋକଙ୍କ ଆଲୋଚନା କରନ୍ତି ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.