ETV Bharat / sitara

ବିମାନ ଯାତ୍ରାକୁ ମିସ୍ କରୁଛନ୍ତି ଲୋଲୋ, ସେୟାର କଲେ ଭିଡିଓ

author img

By

Published : Jul 30, 2020, 5:49 PM IST

ଆଜି 'ରାଜା ହିନ୍ଦୁସ୍ତାନୀ' ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆରେ ବିମାନରେ ଯାତ୍ରା କରୁଥିବାର ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ କରିସ୍ମା କ୍ୟାମେରା ଆଗରେ ପୋଜ୍ ଦେଉଥିବା ସହିତ ଗୁଲଫି ଏକ୍ସପ୍ରେସନ୍ କରୁଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Karisma Kapoor  misses traveling on a flight, shares a goofy throwback video for her fans
ବିମାନ ଯାତ୍ରାକୁ ମିସ୍ କରୁଛନ୍ତି ଲୋଲା, ସେୟାର କଲେ ଭିଡିଓ

ନୂଆଦିଲ୍ଲୀ: ବଲିଉଡ ଡିଭା କରିସ୍ମା କପୁର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି । ସେ ପ୍ରାୟତଃ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକମାନଙ୍କ ମନୋରଞ୍ଜନ କରିଥାନ୍ତି ।

ଆଜି 'ରାଜା ହିନ୍ଦୁସ୍ତାନୀ' ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆରେ ବିମାନରେ ଯାତ୍ରା କରୁଥିବାର ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ କରିସ୍ମା କ୍ୟାମେରା ଆଗରେ ପୋଜ୍ ଦେଉଥିବା ସହିତ ଗୁଲଫି ଏକ୍ସପ୍ରେସନ୍ କରୁଥିବାର ଦେଖିବାକୁ ମିଳିଛି ।

ଭିଡିଓର କ୍ୟାପସନରେ ଲୋଲୋ କହିଛନ୍ତି, ମୁଁ ବିମାନରେ ଯାତ୍ରା କରିବାକୁ ଅପେକ୍ଷା କରୁଛି ।

ଲକଡାଉନରେ କରିସ୍ମା ମୁମ୍ବାଇ ଆପାର୍ଟମେଣ୍ଟରେ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି ।

ପ୍ରକାଶ ଥାଉକି, ଗତ ସପ୍ତାହରେ କରିସ୍ମାଙ୍କୁ ଭଉଣୀ କରୀନା କପୁର ଖାନ ଏବଂ ତାଇମୁର ଅଲି ଖାନ ଭେଟିବାକୁ ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.