ETV Bharat / sitara

ନ୍ୟୁ ବେବି ବଏର ଫଟୋ ପୋଷ୍ଟ କଲେ ବେବୋ - kareena-kapoor-khan-teases-pic

ଶୁକ୍ରବାର ଦିନ କରୀନା ନ୍ୟୁ ବେବି ବଏର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କିନ୍ତୁ ଫଟୋରେ ବେବିଫେସ ଇମୋଜି ସହିତ ସେ ନ୍ୟୁ ବେବି ବଏର ଚେହେରାକୁ ଲୁଚାଇ ଦେଇଛନ୍ତି । ଅଧିକ ପଢନ୍ତୁ...

kareena-kapoor-khan-teases-pic-of-her-baby-son
ନ୍ୟୁ ବେବି ବୟର ଫଟୋ ପୋଷ୍ଟ କଲେ ବେବୋ
author img

By

Published : Apr 16, 2021, 9:13 PM IST

ମୁମ୍ବାଇ: ନିକଟରେ ଦ୍ବିତୀୟଥର ମା' ହୋଇଥିଲେ ବି-ଟାଉନର ବେବୋ କରୀନା କପୁର ଖାନ । ସେ ବେବି ବଏକୁ ଜନ୍ମ ଦେଇଛନ୍ତି । ହେଲେ ଏଯାବତ ପୁଅର ଝଲକ ସେ ଫ୍ୟାନ୍ସଙ୍କୁ ଦେଖାଇ ନାହାଁନ୍ତି । ସେପଟେ ସମସ୍ତେ ତାଙ୍କ ସାନ ପୁଅର ଗୋଟିଏ ଝଲକ ଦେଖିବାକୁ ଅନାଇ ବସିଛନ୍ତି ।

ଇତିମଧ୍ୟରେ ଶୁକ୍ରବାର ଦିନ କରୀନା ନ୍ୟୁ ବେବି ବଏର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, କିନ୍ତୁ ଫଟୋରେ ବେବିଫେସ ଇମୋଜି ସହିତ ସେ ନ୍ୟୁ ବେବି ବଏର ଚେହେରାକୁ ଲୁଚାଇ ଦେଇଛନ୍ତି ।

ଏଥିସହିତ ଫଟୋରେ ସୈଫ ଏବଂ ତୈମୁର ବେବିଙ୍କୁ ଦେଖୁଥିବାର ଦେଖିବାକୁ ମିଳିଛି ।

ଫଟୋ ସହିତ କ୍ୟାପସନ ରେ କରୀନା ଲେଖିଛନ୍ତି, 'ମୋର ୱିକେଣ୍ଡ ଏହିପରି ଦେଖାଯାଏ .. ଆପଣମାନେ ନିଜ ବିଷୟରେ କୁହନ୍ତୁ' ।

ଇଣ୍ଟରନ୍ୟାସନାଲ ଓ୍ବମେନ୍ସ ଡେ ରେ କରୀନା ତାଙ୍କ ଦ୍ବିତୀୟ ପୁଅର ଝଲକ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଥିଲେ ।

ପ୍ରକାଶ ଥାଉ ଯେ, ଯଦି କରୀନାଙ୍କ କଥା ହେବା ନିକଟରେ ସେ କାମକୁ ଫେରିଥିଲେ। ଗତ ଫେବୃଆରୀ 21ରେ କରୀନା ବେବି ବୟକୁ ଜନ୍ମ ଦେଇଥିଲେ । ସେହିପରି 2016ରେ ଜନ୍ମ ହୋଇଥିଲେ ତୈମୁର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.