ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗ ସମଗ୍ର ଦେଶକୁ ଥରାଇ ଦେଇଛି । ତାଙ୍କ ମୃତ୍ୟୁ ପରେ ବଲିଉଡରେ ଚାଲିଥିବା ନେପୋଟିଜିମ, ପଲିଟିକ୍ସ ଏବଂ ପକ୍ଷପାତକୁ ନେଇ ଖୁଲାସା ସାରା ଦେଶରେ ଏହାର ପ୍ରଭାବ ଇଣ୍ଟରନେଟରେ ସ୍ପଷ୍ଟ ଦେଖାଯାଉଛି ।
'ଜଷ୍ଟିସ୍ ଫର ସୁଶାନ୍ତ ସିଂ ରାଜପୁତ'ର ହ୍ୟାସଟ୍ୟାଗ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆ ୟୁଜର୍ସମାନେ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି ।
-
Unstanning #KareenaKapoorKhan 💔 Always loved her for her acting but after seeing her bitchy personality so many times I m hurt
— 🍀Shreya 🍃 (@shreya_ss113) June 15, 2020 " class="align-text-top noRightClick twitterSection" data="
Amrita- Dating Advice for Sara..
Kareena- Don't date your 1st Hero
We all knw who was her 1st hero#SushantSinghRajput pic.twitter.com/kmfVeLzmDC
">Unstanning #KareenaKapoorKhan 💔 Always loved her for her acting but after seeing her bitchy personality so many times I m hurt
— 🍀Shreya 🍃 (@shreya_ss113) June 15, 2020
Amrita- Dating Advice for Sara..
Kareena- Don't date your 1st Hero
We all knw who was her 1st hero#SushantSinghRajput pic.twitter.com/kmfVeLzmDCUnstanning #KareenaKapoorKhan 💔 Always loved her for her acting but after seeing her bitchy personality so many times I m hurt
— 🍀Shreya 🍃 (@shreya_ss113) June 15, 2020
Amrita- Dating Advice for Sara..
Kareena- Don't date your 1st Hero
We all knw who was her 1st hero#SushantSinghRajput pic.twitter.com/kmfVeLzmDC
ଏହି ସମୟରେ କରୀନା କପୁର ଖାନଙ୍କ ଏକ ପୁରୁଣା ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ସେ ସୁଶାନ୍ତଙ୍କୁ ଥଟ୍ଟା କରୁଛନ୍ତି ।
ଭିଡିଓରେ, କରୀନାଙ୍କୁ ଯେତେବେଳେ ସାରା ଅଲି ଖାନ କାହାକୁ ଡେଟିଂ କରିବା ଉଚିତ ବୋଲି ପଚରାଯାଇଥିଲା, ସେତେବେଳେ କରୀନା ଉତ୍ତର ଦେଇଥିଲେ, ତୁମର ପ୍ରଥମ ଫିଲ୍ମର ହିରୋଙ୍କୁ କେବେ ଡେଟ କର ନାହିଁ । ଏବଂ ତାପରେ ସେ ଖୋଲାଖୋଲି ଭାବରେ ସୁଶାନ୍ତଙ୍କ ପରିହାସ କରିଥିଲେ ।
ସମସ୍ତେ ଜାଣନ୍ତି ଯେ, ସାରା 'କେଦାରନାଥ'ରେ ସୁଶାନ୍ତଙ୍କ ସହ ବଲିଉଡରେ ଡେବ୍ୟୁ କରିଥିଲେ ।
ଏହି ଭିଡିଓକୁ ଜଣେ ୟୁଜର୍ସ ଟ୍ୱିଟରରେ ସେୟାର କରି ଲେଖିଛନ୍ତି, # କରୀନା କପୁର ଖାନ ତାଙ୍କ ଅଭିନୟକୁ ବହୁତ ଭଲ ପାଆନ୍ତି କିନ୍ତୁ ତାଙ୍କର ପର୍ସନାଲିଟି ଦେଖି ମୁଁ ଦୁଖିତ ।
ପ୍ରକାଶ ଥାଉ କି, ସୁଶାନ୍ତଙ୍କ ହିଟ ଚଳଚ୍ଚିତ୍ର ମଧ୍ୟରେ 'କାଇ ପୋ ଛେ', 'ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ', 'କେଦାରନାଥ' ଏବଂ 'ଛିଚୋରେ' ଅନ୍ତର୍ଭୁକ୍ତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ