ETV Bharat / sitara

କୋ-ଷ୍ଟାର ଶିଖା ତଲସାନିଆଙ୍କୁ ବର୍ଥଡେ ଓ୍ବିଶ କଲେ ବେବୋ - kareena has the sweetest birthday wish shikha

ଗୁରୁବାର ବଲିଉଡର ଡିଭା କରୀନା କପୁର ଖାନ ଏକ ଖାସ ଅନ୍ଦାଜରେ ଫିଲ୍ମ‘ଭିରେ ଦି ୱେଡିଂ’ର କୋ-ଷ୍ଟାର ଶିଖା ତଲସାନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

kareena kapoor khan has the sweetest birthday wish for her co star shikha talsania
କୋ-ଷ୍ଟାର ଶିଖା ତଲସାନିଆଙ୍କୁ ବର୍ଥଡେ ଓ୍ବିଶ କଲେ ବେବୋ
author img

By

Published : Oct 8, 2020, 5:20 PM IST

ନୂଆଦିଲ୍ଲୀ: ଗୁରୁବାର ବଲିଉଡର ଡିଭା କରୀନା କପୁର ଖାନ ଏକ ଖାସ ଅନ୍ଦାଜରେ ଫିଲ୍ମ‘ଭିରେ ଦି ୱେଡିଂ’ର କୋ-ଷ୍ଟାର ଶିଖା ତଲସାନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

କରୀନା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ‘ଭିରେ ଦି ୱେଡିଂ’ର ପୁରା ଟିମ ଶିଖାଙ୍କ ସହିତ ସ୍ବରା ଭାସ୍କର, ସୋନମ କପୁର ଆହୁଜା ସମସ୍ତେ ବସୁଥିବାର ନଜର ଆସିଛନ୍ତି ।

ଫଟୋର କ୍ୟାପସନରେ ବେବୋ ଲେଖିଛନ୍ତି, “ହାପି ବର୍ଥଡେ ଡିୟର ଶିଖା ଲାଫିଙ୍ଗ ଗର୍ଲ” । ଏଥିସହିତ ବୋବୋ ଲାଲ ହାର୍ଟ ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି ।

ଏହି ପୋଷ୍ଟରେ ଶିଖା କହିଛନ୍ତି, ଧନ୍ୟବାଦ ଲଭ୍ । ଆଶା କରୁଛି ତୁମମାନଙ୍କ ସହିତ ଶୀଘ୍ର ଦେଖା ହେବ ।

ନିମ୍ରତ କୌର ମଧ୍ୟ ଶିଖାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ନିମ୍ରତ ଲେଖିଛନ୍ତି, ହାପି ବର୍ଥଡେ ଶିଖସ୍ । ତୁମର ଆଗାମୀ ବର୍ଷ ମଙ୍ଗଳମୟ ହେଉ" ।

ଶିଖାଙ୍କୁ ଶେଷ ଥର ଶଶାଙ୍କ ଘୋଷଙ୍କ ନିର୍ମିତ ଫିଲ୍ମ ‘ଭିରେ ଦି ୱେଡିଂ’ରେ ଦେଖିବାକୁ ମିଳିଥିଲା ।

ଆଗାମୀ ସମୟରେ ଶିଖାଙ୍କୁ ସାରା ଅଲୀ ଖାନ ଏବଂ ବରୁଣ ଧୱନଙ୍କ ଅଭିନୀତ ‘କୁଲି ନଂ-1’ ରେ ଦେଖିବାକୁ ମିଳିବ ।

ଏହି ସମୟରେ କରୀନା ଦିଲ୍ଲୀରେ ତାଙ୍କର ପରବର୍ତ୍ତୀ ‘ଲାଲ ସିଂ ଚଡ୍ଡା’ ର ସୁଟିଂ କରୁଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.