ETV Bharat / sitara

ଲଭଷ୍ଟୋରୀ ପରେ କରନଙ୍କ ହରର ଫିଲ୍ମ

author img

By

Published : Jun 8, 2019, 3:03 PM IST

ଦୁଇ ଦୁଇଟି ପ୍ରେମ କାହାଣୀର ବିଫଳତା ପରେ କରନ ଏବେ ହରର ଫିଲ୍ମ କରିବେ । ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହେବ ହରର ଫିଲ୍ମ ।

ଫଟୋ ସୌଜନ୍ୟ: ଏ ଏନ ଆଇ

ହାଇଦ୍ରାବାଦ: ରୋମାଣ୍ଟିକ ଲଭଷ୍ଟୋରୀ ପାଇଁ ପପୁଲାର ବଲିଉଡ ନିର୍ଦ୍ଦେଶକ କରନ ଜୋହର ଏବେ ହରର ଫିଲ୍ମ କରିବେ । ଲଗାତାର ଦୁଇଟି ଫିଲ୍ମର ବିଫଳତା ପରେ କରନ ଏବେ ହରର ଫିଲ୍ମରେ ନିଜ ଭାଗ୍ୟ ପରୀକ୍ଷା କରିବେ ।

karan johar
ଫଟୋ ସୌଜନ୍ୟ: ଏ ଏନ ଆଇ

ଏନେଇ ଏକ ପୋଷ୍ଟର ଜରିଆରେ ଘୋଷଣା କରିଛନ୍ତି କରନ ଜୋହର । ଆଗାମୀ ସୋମବାର(10 ଜୁନ) ଫିଲ୍ମ ବିଷୟରେ ଅଧିକ ତଥ୍ୟ ସେୟାର କରିବେ ବୋଲି କହିଛନ୍ତି କରନ । 15 ନଭେମ୍ବର 2019ରେ ଫିଲ୍ମ ରିଲିଜ ହୋଇପାରେ ।

ପ୍ରକାଶ ଥାଉକି, କରନଙ୍କ 2012ରେ ରିଲିଜ ହୋଇଥିବା ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦି ଇୟରର ସିକ୍ବେଲ ଚଳିତ ବର୍ଷ ରିଲିଜ ହୋଇଥିଲା । ଏଥିରେ ଟାଇଗର ସ୍ରଫଙ୍କ ସହ ଅନନ୍ୟା ପାଣ୍ଡେ ଓ ତାରା ସୁତାରିଆଙ୍କୁ ଦେଖିବାକୁ ମିଳିଥିଲା । ଫିଲ୍ମଟି ଏତେ ମାତ୍ରାରେ ସଫଳତା ପାଇପାରିନଥିଲା । ସେହିପରି ଏହା ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମ ‘କଳଙ୍କ’ମଧ୍ୟ ସଫଳତା ପାଇପାରିନଥିଲା ।

Slug - ଜେଲ ଅନ୍ତେବାସୀ ପାଳିଲେ ସାବିତ୍ରୀ

Format- AVB

Place- khurda,3.5.19

Visual- mojo

ଆଙ୍କର : ବିଶ୍ୱାସ ରହିଛି ଆଜିର ଦିନରେ ମହାସତୀ ସାବିତ୍ରୀ ଯମଙ୍କ ନିକଟରୁ ତାଙ୍କ ସ୍ୱାମୀଙ୍କୁ ଛଡାଇ ଆଣିଥିଲେ । ସେହି ବିଶ୍ୱାସକୁ ଆଧାରକରି ଓଡ଼ିଆ ପରମ୍ପରା ଅନୁସାରେ ପ୍ରତ୍ୟକ ବିବାହିତା ସଧବା ନାରୀମାନେ ଆଜିର ଦିନରେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କମାନାକରି ସାବିତ୍ରୀ ବ୍ରତ ପାଳନ କରିଆସୁଛନ୍ତି ।  ତେବେ ଏହାକୁନେଇ ଘରେ ଘରେ ଉତ୍ସବର ମାହୋଲ ଦେଖାଦେଇଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ଖୋର୍ଦ୍ଧା ସବଜେଲର ଆଠ ଜଣ ମହିଳା ଅନ୍ତେବାସୀ । ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ ସାବିତ୍ରୀ ବ୍ରତ ପାଇଁ ଆବଶ୍ୟକ ନୂଆଲୁଗା , ବିଭିନ୍ନ ଫଳ ଏବଂ ପୂଜା ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ଅନ୍ତେବାସୀ ମାନେ ନୂଆ ଲୁଗା ହାତରେ ପୂଜା ସାମଗ୍ରୀ ଧରି ଜେଲ ପରିସରରେ ଥିବା ମନ୍ଦିରରେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବେଶ ଖୁସି ଥିବା କହିଛନ୍ତି ।

ବାଇଟ1-ଶାନ୍ତିଲତା ମହାପାତ୍ର, ଅନ୍ତେବାସୀ
        2-ଟିକିନା ନାୟକ,ଅନ୍ତେବାସୀ
        3- ରାଧାକାନ୍ତ ନାୟକ,ଖୋର୍ଦ୍ଧା ଜେଲ ସୁପରିଟେଣ୍ଡ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.