ETV Bharat / sitara

କଙ୍ଗନାଙ୍କ ଉପରେ ଚୋରି ଅଭିଯୋଗ !

author img

By

Published : Mar 4, 2021, 10:57 PM IST

ସର୍ବଦା ସତ୍ୟ ଦାବି କରୁଥିବା କଙ୍ଗନା ଆଜି ଚୋରି କରିଥିବା ଜଣାପଡିଛି । ଯାହାର ସତ୍ୟ ସୋସିଆଲ ମିଡିଆ ୟୁଜର୍ସ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

Kangana trolled over tweeted picture of summer smoothie
କଙ୍ଗନାଙ୍କ ଉପରେ ଚୋରି ଅଭିଯୋଗ !

ନୂଆଦିଲ୍ଲୀ: ବଲିଉଡ ଉପରେ ଅନେକ ଥର ଫିଲ୍ମର କାହାଣୀ , ଗୀତ ଚୋରି କରାଯାଇଥିବା ଖବର ଶୁଣିବାକୁ ମିଳିଥାଏ । ହେଲେ ଏଥର ବି-ଟାଉନର କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତ ଏକ ଫଟୋକୁ ନେଇ ହଟହଟା । ଯାହା ଉପରେ ଚୋରି କରିବାର ଅଭିଯୋଗ ଲାଗିଛି ।

  • There is nothing I appreciate more than self made food, here’s my very own personal recipe a summer smoothie for breakfast with lots of organic honey nuts and fruits ❤️#Tejas pic.twitter.com/UVqVkfx6Lh

    — Kangana Ranaut (@KanganaTeam) March 4, 2021 " class="align-text-top noRightClick twitterSection" data=" ">

କଙ୍ଗନା ସର୍ବଦା ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ତେବେ ସର୍ବଦା ସତ୍ୟ ଦାବି କରୁଥିବା କଙ୍ଗନା ଆଜି ଚୋରି କରିଥିବା ଜଣାପଡିଛି । ଯାହାର ସତ୍ୟ ସୋସିଆଲ ମିଡିଆ ୟୁଜର୍ସ ପ୍ରକାଶ କରିଛନ୍ତି।

ବାସ୍ତବରେ, ଗୁରୁବାର ଦିନ କଙ୍ଗନା ଗ୍ରୀଷ୍ମଋତୁକୁ ସ୍ବାଗତ କରି ଟ୍ବିଟରରେ ଏକ 'ସ୍ମୃଦି smoothie'ର ଫଟୋ ପୋଷ୍ଟ କରିଛନ୍ତି। ଏହାସହ ସେ କହିଥିଲେ ଯେ ଏହା ହେଉଛି ତାଙ୍କର ନିଜସ୍ବ ରେସିପି।

ବର୍ତ୍ତମାନ ଏହି ଫଟୋକୁ ନେଇ କଙ୍ଗନାଙ୍କୁ ଟ୍ରୋଲ କରାଯାଉଛି। ୟୁଜର୍ସ ଏହାକୁ ନେଇ ଉପହାସ କରିଛନ୍ତି ଏବଂ କହିଛନ୍ତି ଯେ ସେ ଏହାକୁ ଗୁଗୁଲରୁ ଡାଉନଲୋଡ୍ କରି ସେୟାର କରିଛନ୍ତି।

ଏଭଳି ପରିସ୍ଥିତିରେ ୟୁଜର୍ସ ଗୁଗୁଲରୁ ଅସଲି ଫଟୋ ପୋଷ୍ଟ କରି କଙ୍ଗନାକୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ଜଣେ ୟୁଜର୍ସ ତାଙ୍କୁ 'ଲଜ୍ଜ୍ୟାହୀନ ନାରୀ' କହିଛନ୍ତି।

ଅନ୍ୟ ୟୁଜର୍ସ ଲେଖିଛନ୍ତି, 'ଚୋରି କରି ଫଟୋ ଦେଇଛନ୍ତି' ।

ପ୍ରକାଶ ଥାଉ କି, ଆଗାମୀ ସମୟରେ କଙ୍ଗନାଙ୍କ ଚଳଚ୍ଚିତ୍ର 'ଥଲାଇବି' 'ତେଜସ୍' ଏବଂ 'ଧାକଡ' ଭଳି ବହୁ ଚଳଚ୍ଚିତ୍ରରେ ନଜର ଆସିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.